ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ
ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ #କଟକ(ଏନ୍.ଏମ୍.): ସମ୍ପ୍ରତି ସମାଜରେ ବିଜ୍ଞାନ ଯେତେ ଅଗ୍ରଗତି କରୁଛ ଜନସାଧାରଣଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ସେତେ ଜୋର ଧରୁଛି । ଫଳରେ ବହୁ ଲୁଟେରା ବାବା ରୂପରେ ବାକ୍ଚାତୁରୀ ବ୍ୟବହାର କରି ଲୁଟପାଟ କରୁଥିବା ଦେଖିବାକୁ ମିଳିଛି । ତେବେ କଟକ ଭଳି ଏକ ଉନ୍ନତ ସହରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲକ୍ଷାଧିକ ଟଙ୍କା ଲୁଟର ଶିକାର ହୋଇଥିବା ଜଣାପଡ଼ିଛି । ତେବେ ବାବା…
