ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩

ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩ ସର୍ବଭାରତୀୟ ସ୍ତରରେ ୪୦ ବର୍ଷରୁ କମ୍ ୪୦ ଲୋକ ସମ୍ପର୍କ ପ୍ରଫେସନାଲଙ୍କୁ ମାନ୍ୟତା #ଭୁୁବନେଶ୍ୱର(ଏନ୍‌.ଏମ୍‌.): ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସୋସିଆଲ ପ୍ଲାଟଫର୍ମ ଟ୍ରୋପେଲ୍ ଡଟ୍ କମ୍ ପକ୍ଷରୁ ସଫଳତାର ସହ ଇଣ୍ଡିଆଜ ରିଜିଓନାଲ୍ ପିଆର୍ ଆୱାର୍ଡସ୍ ୪୦ ଅଣ୍ଡର ୪୦ର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗାଚରଣ ସାମଲଙ୍କୁ ପୁରସ୍କୃତ କରାଯାଇଛି…

Read More

ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ-ମୁଖ୍ୟ ଶାସନ ସଚିବ

ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ-ମୁଖ୍ୟ ଶାସନ ସଚିବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଧିକ ଗବେଷଣା ଉପରେ ଗୁରୁତ୍ୱ #ଭୁବନେଶ୍ୱର(ଏନ୍‌.ଏମ୍‌.): ଅଲିଭ୍ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ…

Read More

ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ #ଚୌଦ୍ୱାର(ଏନ୍‍.ଏମ୍‍.): ଶିଳ୍ପଶୂନ୍ୟ ହୋଇ ପଡ଼ିଥିବା ଶିଳ୍ପନଗରୀ ଚୌଦ୍ୱାର ପୁଣି ଶିଳ୍ପ ସମୃଦ୍ଧ ହେବ । ଚୌଦ୍ୱାରରେ ଖୁବ ଶିଘ୍ର ଗଢ଼ିଉଠିବ ଅଜସ୍ର ଶିଳ୍ପ ଆଉ ଅଞ୍ଚଳର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଚୌଦ୍ୱାର ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଫାଇପ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଆନ୍ତରିକ କୃତଜ୍ଞତା…

Read More

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ ‘ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି’: ମନ୍ତ୍ରୀ ଅଶୋକ ପଣ୍ଡା #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୩’…

Read More

ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଗୋଟିଏ ଦିନ ବୃଦ୍ଧି ପାଇଛି । ଆଜି ଶେଷ ହେବାକୁ ଥିବା ବାଲିଯାତ୍ରା ଆଉ ଗୋଟିଏ ଦିନ ବୃଦ୍ଧି ପାଇବା ପରେ ଆସନ୍ତା କାଲି ଶେଷ ହେବ ବୋଲି ଜଣାପଡ଼ିଛି । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ…

Read More

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ #କଟକ(ଏନ୍‌.ଏମ୍‌.): ଗୁଜୁରାଟ ସୁରଟର ଭିଏନଏସଜିୟୁ ୟୁନିଭର୍‌ସିଟିରେ ୧୪ତମ ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ଏବଂ ୧୫ତମ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ରୁ ୨୮ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ୨୮ଟି ରାଜ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଜାତୀୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଶୁଭ୍ରଜ୍ୟୋତି ସେନାପତି, ପିପ୍ପଳ ମୈତ୍ରୀ, ଶୁଭଶ୍ରୀ ସ୍ୱାଇଁ,…

Read More

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ କନ୍ଦରପୁରସ୍ଥିତ ମା’ କାଳିଆଶୁଣୀ ମନ୍ଦିର ପରିସରରେ ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୂପାୟନ ଭଜନ ଦଳ ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଭଜନ ଗାଇକା କବିତା ଦାସ ଭଜନ ଶୁଣାଇ ଦର୍ଶକ ମାନଙ୍କର ମନ ମୁଗ୍‌ଧ କରାଇଥିଲେ । ନିଃସ୍ୱାର୍ଥ ପର ଯୁବକ ସଂଘର ମୂଖ୍ୟ ପରାମର୍ଶଦାତା ଦାତା ପ୍ରଦୀପ କୁମାର…

Read More

୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ

୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ ଉତ୍ତରକାଶୀ(ଏଜେନ୍ସି): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୀର୍ଘ ୧୭ ଦିନ ପରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ଜଣାପଡ଼ିବା ପରେ ସାରା ଦେଶରେ ଆସ୍ୱସ୍ତିର ବାତାବରଣ ଖେଳିଯାଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ନିର୍ମାଣାଧୀନ ସିଲ୍କନ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଫସିରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ଜଣ ରହିଥିଲେ ।…

Read More

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ ଦିନ ଭିନ୍ନ ଭିନ୍ନ କ୍ଷେତ୍ରରେ କଳାଟଙ୍କାର ନୂଆ ଦିଗ ଲୋକ ଲୋଚନକୁ ଆସୁଛି: ଜଷ୍ଟିସ୍ ପଶାୟତ #କଟକ(ଏନ୍‌.ଏମ୍‌.): କଳାଟଙ୍କା ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାଟଙ୍କା ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ଦେଶ ଭିତରେ ଯେଉଁ କଳା ଟଙ୍କା କାରବାର ହେଉଛି ତା ଉପରେ…

Read More

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି : ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ୍ଷ ଭାବେ ଓଡ଼ିଶା ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ…

Read More

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ #ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ନିର୍ମିତ ପ୍ରକଳ୍ପର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷତା କରି ଦୀର୍ଘ ଦିନ ଧରି ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରହିଥିବା ୫୫ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ସମ୍ପୂର୍ଣ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ତେବେ ଏହାର ବିଭିନ୍ନ ଦିଗଗୁଡ଼ିକୁ…

Read More

ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ବ୍ଳକର ୯ଟି ପଞ୍ଚାୟତରେ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ମହିଳା ମାନଙ୍କୁ ବାଣିଜ୍ୟ କାରବାରରେ ବିକଶିତ କରାଇବା ଭୂମିକା ନିଭାଇଥିବା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ ଦୁବାଇରୁ ଫେରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏବଂ ମିଶନ ଶକ୍ତି…

Read More