ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ
ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ #କଟକ(ଏନ୍.ଏମ୍.): ସର୍ବ ଭାରତୀୟ ଡିଲର୍ସ ଫେଡୋରେସନ ଆହ୍ୱାନକ୍ରମେ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ୧୬ ଦଫା ଦାବି ପୂରଣ ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଥିବା ସାମଗ୍ରୀ ଉଠାଣ, ବଣ୍ଟନ ବନ୍ଦ ସହ ଖୁଚୁରା ବିକ୍ରୟ କେନ୍ଦ୍ର ବନ୍ଦ ଓ ପି.ଓ.ଏସ.ମ୍ୟାସିନ ବନ୍ଦ ନିଷ୍ପତ୍ତି ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରଖିବା ପାଇଁ ଏକ ଶପଥ…
