ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା!
ମାଡ଼ିଆସୁଛି ଜୱାଦ: ୫ ତାରିଖରେ ପୁରୀରେ ମାଡ଼ ହେବା ଆଶଙ୍କା! ଭୁବନେଶ୍ୱର(ଏନ୍.ଏମ୍.): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟଣାରୁ ୪୨୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୪ ତାରିଖ ସନ୍ଧ୍ୟା ପରେ…
