୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି

୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି #କଟକ(ଏନ୍‌.ଏମ୍‌.): ନେତାଜୀଙ୍କ ଜନ୍ମସ୍ଥାନ କଟକକୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି । ଏହି ଅବସରରେ ନେତାଜୀ ସୁଭାଷ ସ୍ମୃତି ସଂସଦ ପକ୍ଷରୁ ରାଷ୍ଟ୍ର ଭକ୍ତମାନଙ୍କୁ ଏକତ୍ରିତ କରାଇ “ନେତାଜୀ ସ୍ମାରକୀ ବାଖ୍ୟାନ ମାଳା’ ଅନୁଷ୍ଠିତ କରାଯାଉଛି । ଯାହା ଫଳରେ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସମ୍ପର୍କରେ ବିଶ୍ୱକୁ ଜଣାଇବା ଏବଂ ନେତାଜୀଙ୍କ ସମ୍ପର୍କରେ ଅନାଲୋଚିତ ବିଷୟରେ ଆଲୋଚନା କରିବା ସହ ରାଷ୍ଟ୍ର…

Read More

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି #କଟକ(ଏନ୍‌.ଏମ୍‌.): କଟକରେ ହକି ବିଶ୍ୱକପକୁ ନେଇ ଉତ୍ସାହ ସୃଷ୍ଟି ହୋଇଛି । ସହରର ଆବାଳ ବୃଦ୍ଧ ବନିତା ଏଥି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କିଏ ଝୋଡ଼ି ପ୍ରସ୍ତୁତି କରୁଛି ତ ଆଉ କିଏ ଚିତ୍ର କଳା । ଏହି ପ୍ରସ୍ତୁତି ମଧ୍ୟରେ ଆଗରେ ରହିଛନ୍ତି +୩ ତୃତୀୟବର୍ଷର ଛାତ୍ର କମଳଲୋଚନ ପରିଡା । ମାତ୍ର ୨୦ବର୍ଷ ବୟସରେ ସେ ଯେଉଁ କଳାକୃତି ପ୍ରସ୍ତୁତ କରିଛନ୍ତି…

Read More

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ #ଭୁବନେଶ୍ୱର(ଏନ୍‌.ଏମ୍‌.): ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ବରିଷ୍ଟ ବୈଜ୍ଞାନିକମାନେ ଭୁବନେଶ୍ୱରର ଓୟୁଏଟିସ୍ଥିତ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପରିଦର୍ଶନ କରିଛନ୍ତି । ଜାତୀୟ ଜୈବ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଡକ୍ଟର ଭି. ଏ. ପାର୍ଥସାରଥୀ, ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର, ବାରଣାସୀର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ଡକ୍ଟର କେ. ପି. ସିଂ, କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ତ୍ରିଭାନ୍ଦ୍ରମର ପୂର୍ବତନ ନିର୍ଦ୍ଦେଶକ…

Read More

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା #କଟକ(ଏନ୍‌.ଏମ୍‌.): ଆସନ୍ତା ୧୩ତାରିଖରେ ହକି ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ୧୧ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । କଟକ ସହରକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ସହରର ଆବାଳବୃଦ୍ଧବନିତା ଉତ୍ସାହିତ ହୋଇ ପଡ଼ିଛନ୍ତି । ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦେଶ ବିଦେଶର ବହୁ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ବାରବାଟୀ ଷ୍ଟାଡ଼ିୟମକୁ…

Read More

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା #ରାଇରଙ୍ଗପୁର (ଏନ୍‌.ଏମ୍‌.): ଜାନୁଆରୀ ୧୩ ତାରିଖରୁ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଟ୍ରଫି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି । ବିଶ୍ୱକପ୍ ହକି ଅବସରରେ ରାଜ୍ୟରେ ବୁଲୁଥିବା ବିଶ୍ୱକପ୍ କେନ୍ଦୁଝରରୁ ବାହାରି ମୟୂରଭଞ୍ଜ ଜିଲ୍ଲାର କରଂଜିଆ,ଖିଚିଂ ଯଶିପୁର ଏବଂ ରାଇରଙ୍ଗପୁରରେ ଶନିବାର ଦିନ ଅପରାହ୍ନ ୪.୩୦ ଘଟିକା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ସେଠାରେ ପ୍ରଶାସନ, ଛାତ୍ରଛାତ୍ରୀ,…

Read More

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ ଗୋସେବା କଲେ ବିଶ୍ୱର ମଙ୍ଗଳ ହେବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ #ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଅନୁଷ୍ଠିତ ହେଉଛି । ମହୋତ୍ସବ ଦ୍ୱିତୀୟ ଦିବସରେ ରାମ ଜନ୍ମୋତ୍ସବ ପାଳନ କରାଯିବା ସହିତ ମିଠାଇ ପ୍ରସାଦ ବିତରଣ କରାଯାଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି…

Read More

ଅବକାରୀ ବିଭାଗକୁ ରାଷ୍ଟ୍ରପତିଙ୍କ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ

ଅବକାରୀ ବିଭାଗକୁ ରାଷ୍ଟ୍ରପତିଙ୍କ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ #ନୂଆଦିଲ୍ଲୀ(ଏଜେନ୍ସି): ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୁର୍ବତନ ପ୍ରମୂଖ ଶାସନ ସଚିବ ସୁଶିଲ କୁମାର ଲୋହାନି, ଅବକାରୀ ଆୟୁକ୍ତ ଆଶୀଷ କୁମାର…

Read More

ଡ୍ରିମ୍‌ସରେ ଜାତୀୟସ୍ତରୀୟ ସନ୍ତରଣ ପ୍ରଶିକ୍ଷଣ: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ଡ୍ରିମ୍‌ସରେ ଜାତୀୟସ୍ତରୀୟ ସନ୍ତରଣ ପ୍ରଶିକ୍ଷଣ: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ #କଟକ (ଏନ୍‌.ଏମ୍‌.): ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ସନ୍ତରଣରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଦେବା ଲାଗି ଦେଶର ପ୍ରମୁଖ ଉଦ୍ୟୋଗ ଜେଏସ ଡବ୍‌ଲ୍ୟୁ ଗ୍ରୁପ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ହୋଇଛି । ଏହି କ୍ରମରେ ଡ୍ରିମ୍‌ସରେ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଆଲୋଚନା ହୋଇଥିବାବେଳେ ବିଭାଗୀୟ ବିଶେଷଜ୍ଞ ଦଳ ଏଠାକାର ସ୍ପୋର୍ଟସ କମ୍ପେ୍ଲକ୍ସ, ସୁଇମିଂପୁଲ ଓ ଉପଲବ୍ଧ ସୁବିଧାସୁଯୋଗ ଅନୁଧ୍ୟାନ କରିଛନ୍ତି । ଜେଏସ୍‌ଡବ୍‌ଲ୍ୟୁର ବୈଷୟିକ…

Read More

ରାଜ୍ୟ ଟ୍ରକ ମାଲିକ ସଂଘର ଡାକରା: ଜାନୁଆରୀ ୧୧ ତାରିଖ ମଧ୍ୟ ରାତିରୁ ଟ୍ରକ୍ ଧର୍ମଘଟ

ରାଜ୍ୟ ଟ୍ରକ ମାଲିକ ସଂଘର ଡାକରା: ଜାନୁଆରୀ ୧୧ ତାରିଖ ମଧ୍ୟ ରାତିରୁ ଟ୍ରକ୍ ଧର୍ମଘଟ #ଆଠଗଡ଼ (ଏନ୍‌.ଏମ୍‌.): ଆସନ୍ତା ଜାନୁଆରୀ ୧୧ତାରିଖ ମଧ୍ୟ ରାତ୍ରୀରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ନେଇ ରାଜ୍ୟ ଟ୍ରକ୍ ମାଲିକ ସଂଘ ଡାକରା ଦେଇଛି । ଫଳରେ ରାଜ୍ୟରେ ଟ୍ରକ ଚଳାଚଳ ବନ୍ଦ କରିବା ପାଇଁ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ଏ ନେଇ ଖୁଣ୍ଟୁଣୀ ଟ୍ରକ୍ ସଂଘ କାର୍ଯ୍ୟାଳୟରେ ରାଜ୍ୟ ଟ୍ରକ୍ ସଂଘର କର୍ମକର୍ତ୍ତା ମାନେ ଏଭଳି…

Read More

କଟକ ନଗର ବିଜେପି ବାରବାଟୀ ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ନଗର ବିଜେପି ବାରବାଟୀ ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ #କଟକ(ଏନ୍‌.ଏମ୍‌.): କେନ୍ଦ୍ରୀୟ ଭାଜପା ସଂଗଠନର ନିଷ୍ପତି ଅନୁଯାୟୀ ତୃଣ ମୂଳ ସଂଗଠନ ମଜଭୁତ କରିବା ପାଇଁ ସମସ୍ତ ମନ୍ତ୍ରୀ, ପଦାଧିକାରୀଙ୍କ ପ୍ରବାସ ଅବସରରେ କଟକ ନଗର ବିଜେପି ଶାଖାର ବାରବାଟି ଓ ମହାନଦୀ ମଣ୍ଡଳର ଦାୟିତ୍ୱ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ…

Read More

ଓଡ଼ିଶାରେ ଆରମ୍ଭ ହେଲା ୫ଜି ସେବା: ୧ଶହ ୪ଜି ଟାୱାରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଆରମ୍ଭ ହେଲା ୫ଜି ସେବା: ୧ଶହ ୪ଜି ଟାୱାରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ #ଭୁବନେଶ୍ୱର (ଏନ୍‌.ଏମ୍‌.): ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଫାଇଭ୍‌-ଜି ସେବା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ଯୋଗାଇବେ । ୫ଜି ସେବା ପ୍ରଥମେ କଟକ ଓ ଭୁବନେଶ୍ୱର ସହ…

Read More

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ବିଶ୍ୱକପ୍ ହକି ସମୟରେ ମିଲେଟ୍‌ର ପ୍ରଚାର ଉପରେ ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‍.ଏମ୍‍.): ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌? ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର ଗୁରୁତ୍ୱ ଏବଂ ଉପକାରିତା ସମ୍ପର୍କରେ ପ୍ରଚାରପ୍ରସାର କରିବା ପାଇଁ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି…

Read More