ଆରମ୍ଭ ହେଲା ଅହମଦୀୟା ମୁସଲିମ କାଦିଆନ ୧୨୭ ତମ ଶାନ୍ତି ସମ୍ମିଳନୀ
ଆରମ୍ଭ ହେଲା ଅହମଦୀୟା ମୁସଲିମ କାଦିଆନ ୧୨୭ ତମ ଶାନ୍ତି ସମ୍ମିଳନୀ #ପଞ୍ଜାବ/ଭୁବନେଶ୍ୱର(ଏନ୍.ଏମ୍.): ଅହମଦୀୟା ମୁସଲିମ ପତାକା ଉତ୍ତୋଳନ, ସମୂହିକ ନିରବ ପ୍ରାର୍ଥନା ଏବଂ ପବିତ୍ର କୋରାନ ପାଠ ସହ ଆରମ୍ଭ ହେଲା ୧୨୭ତମ ଅହମଦୀୟା ମୁସଲିମ କାଦିଆନ ବାର୍ଷିକ ଶାନ୍ତି ସମ୍ମିଳନୀ ପଞ୍ଜାବରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୌଲାନା ମୁହମ୍ମଦ କରିମୁଦ୍ଦିନ ଶାହିଦ ପୌରୋହିତ୍ୟ କରିଥିଲେ । ମୁଖ୍ୟ ସଚିବ ମୌଲାନା ମୁହମ୍ମଦ ଇନାମ ଘୋରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ,…
