ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ #କଟକ(ଏନ୍‌.ଏମ୍‌.): ସନ୍ଥ ରାମପାଲଜୀ ମହାରାଜାଙ୍କ ତତ୍ତ୍ୱାବଧାନରେ ସତ୍ୟଲୋକ ଆଶ୍ରମ କୁରୁକ୍ଷେତ୍ରରେ ପାଳିତ ହେଲା ପରମେଶ୍ୱର କବୀରଜୀଙ୍କ ନିର୍ବାଣ ଦିବସ । ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି କାର୍ଯ୍ୟକ୍ରମକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସନ୍ଥ ଗରୀବ ଦାସଜୀ ମହାରାଜାଙ୍କ ଅମର ବାଣୀ ଶ୍ରବଣ କରିବା ସହିତ ପ୍ରସାଦ ସେବନ କରିଥିଲେ । କାର୍ଯ୍ୟକ୍ରମର ଆକର୍ଷଣ ଥିଲା ଯୌତୁକ ମୁକ୍ତ ବିବାହ ।…

Read More

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ #କଟକ ସଦର(ଏନ୍‍.ଏମ୍‍.): ଗାନ୍ଧୀ ଦର୍ଶନ ସମଗ୍ର ବିଶ୍ୱରେ ଆଦୃତ ଓ ଅନୁକରଣୀୟ । ସୃଷ୍ଟି ଓ ସ୍ରଷ୍ଟାର ନିର୍ଦ୍ଦେଶ ମୁତାବକ ସମଗ୍ର ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର ଓ ପ୍ରସାର କରି ଜାତିର ଜନକ ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ଓ ଅନୁପ୍ରେରଣା ସୃଷ୍ଟି କରିଛନ୍ତି ତାହା ବାସ୍ତବ ସମାଜରେ ଗ୍ରହଣୀୟ ହୋଇପାରିଛି । ଆଧ୍ୟାତ୍ମିକ ଚେତନା ଠାରୁ ଆରମ୍ଭ କରି ସ୍ୱାଧୀନତା ଆନ୍ଦୋଳନ, ନାରୀ…

Read More

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ #ଭୁବନେଶ୍ୱର(ଏନ୍‍.ଏମ୍‍.): ଆଜି ରାତି ୩ଟାରୁ ଉତ୍ତର ଆକାଶରେ ଧୂମକେତୁ ଦୃଶ୍ୟମାନ ହେବ । ତେବେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଏହି ଧୂମକେତୁକୁ ଖାଲି ଆଖିରେ ଝାପ୍ସା ଭାବେ ଦେଖିପାରିବେ । ମାତ୍ର ସହରାଞ୍ଚର ଲୋକମାନେ ଦେଖିପାରିବେ ନାହିଁ । କାରଣ ସହରାଞ୍ଚଳରେ ଆଲୋକ ପ୍ରଦୂଷିତ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ…

Read More

୨୦୨୩-୨୪ ସାଧାରଣ ବଜେଟ

୨୦୨୩-୨୪ ସାଧାରଣ ବଜେଟ: ସମସ୍ତ ବର୍ଗର ସ୍ୱପ୍ନ ପୂରଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ (ଏଜେନ୍ସି): ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ସାଧାରଣ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିବା ସହ ଚଳିତ ବଜେଟ୍ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ…

Read More

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ #ନରାଜ(ଏନ୍‍.ଏମ୍‍.): ଜାତୀୟ ପକ୍ଷୀ ମୟୂରକୁ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ତା’ର ରୂପ ଏମିତି ସୁନ୍ଦର ଯାହା ସମସ୍ତଙ୍କ ମନ ମୁଗ୍ଧ କରି ଥାଏ । ଯାହା ଦେଖିବାକୁ ମିଳିଥାଏ କଟକ ଜିଲ୍ଲା ମଣ୍ଡଳୀ ସ୍ଥିତ ନରାଜ ଅଞ୍ଚଳରେ । କାହ୍ନୁଚରଣ ବେହେରା ନାମକ ଜଣେ ଯୁବକ ଯେମିତି ସେହି ଜାତୀୟ ପକ୍ଷୀ ମୟୂର ମାନଙ୍କର ପାଲଟି ଯାଇଛନ୍ତି ବାପା ମା’…

Read More

ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ‘ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର ପଥରେ ଆଗେଇ ଚାଲୁଛି’ #ନୂଆଦିଲ୍ଲୀ(ଏଜେନ୍ସି): ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏହି ଅବସରରେ ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର ପଥରେ ଆଗେଇ ଚାଲୁଥିବା ମତବ୍ୟକ୍ତି କରିଛନ୍ତି…

Read More

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ #ବ୍ରଜରାଜନଗର(ଏନ୍‌.ଏମ୍‌.): ଗୁଳିକାଣ୍ଡରେ ଆଖିବୁଜିଥିବା ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ପଞ୍ଚଭୂତରେ ଲୀନ ହୋଇ ଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ଜୁଇ ଜଳୁଥିବାବେଳେ ସମସ୍ତ ଆଖିରୁ ଝରି ପଡ଼ୁଥିଲା ଧାର ଧାର ଅଶ୍ରୁ । ଅବିଭକ୍ତ ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ନବ କିଶୋର ଦାସ ଝାରସୁଗୁଡ଼ାକୁ କର୍ମଭୂମୀ ଭାବେ ବାଛିଥିଲେ । ଆଉ ସେଠାରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା…

Read More

ପୁଲିସ ଏଏସଆଇଙ୍କ ଗୁଳିରେ ଆଖିବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ପୁଲିସ ଏଏସଆଇଙ୍କ ଗୁଳିରେ ଆଖିବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ #ଭୁବନେଶ୍ୱର (ଏନ୍‌.ଏମ୍‌.): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ଗୁଳିବାଜିବା ଫଳରେ ସେ ଗୁରୁତର ହୋଇ ପଡ଼ିବାରୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏୟାର ଲିଫ୍ଟରେ ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କ ଛାତି ତଳକୁ ବାମପାଖରେ ଗୁଳି ବାଜିଥିବା ବେଳେ ତାଙ୍କୁ ଆପୋଲ ହସ୍ପିଟାଲକୁ…

Read More

ବାଡ଼ଯଦି ଫସଲ ଖାଏ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଦ୍ୱାରା ଗୁଳିମାଡ଼

ବାଡ଼ଯଦି ଫସଲ ଖାଏ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଦ୍ୱାରା ଗୁଳିମାଡ଼ #ବ୍ରଜରାଜନଗର(ଏନ୍‌.ଏମ୍‌.): କଥାରେ ଅଛି ବାଡ଼ ଯଦି ଫସଲ ଖାଏ ତେବେ ସୁରକ୍ଷା ଦେବ କିଏ? ଆଜି ସେହିଭଳି ଗୋଟିଏ ହୃଦୟ ବିଦାରକ ଘଟଣା ଘଟିବା ସହ ସୁରକ୍ଷା କର୍ମୀଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ତୁଟିବାରେ ଲାଗିଛି । ଆଜି ପୂର୍ବାହ୍ନରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ଗୁଳିବାଜିବା ଫଳରେ ସେ…

Read More

ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ #କଟକ(ଏନ୍‌.ଏମ୍‌.): କଟକରେ ବିଚାର ବିଭାଗୀୟ ସଂଗ୍ରହାଳୟ ଓ ଷ୍ଟାଫ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗୋଟିଏ ସଂଗ୍ରହାଳୟରେ କେବଳ ଦେଶ ଐତିହ୍ୟର ଡକ୍ୟୁମେଣ୍ଟ ସ୍ଥାନ ପାଇନଥାଏ ସେଠାରେ ଗୋଟେ ଅନୁଷ୍ଠାନର ସ୍ମୃତି ଏଥିସହ ଜଡ଼ିତ ହୋଇ ରହିଥାଏ । ବିଚାର ବ୍ୟବସ୍ଥାରେ ଯେଉଁସବୁ ପୁରୁଣା ଦସ୍ତାବିଜ୍ ରହିଛି ସେସବୁ ଗୁପ୍ତଧନ…

Read More

ପରଲୋକରେ ହୁସେନ ରବି ଗାନ୍ଧୀ

ପରଲୋକରେ ହୁସେନ ରବି ଗାନ୍ଧୀ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି । କଟକ ବଡ଼ମେଡ଼ିକାଲ (ଏସସିବି)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ଗତକାଲି ଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କର ଶେଷ ଦର୍ଶନ…

Read More

ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା: ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ #ରାଇରଙ୍ଗପୁର (ଏନ୍‌.ଏମ୍‌.): ସରକାର ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ସେଗୁଡ଼ିକ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଇବା ପାଇଁ ଫାଇପ-ଟି ଭଳି କଠୋର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାଦ୍ୱାରାକି ସରକାରଙ୍କ ସମସ୍ତ ବ୍ୟବସ୍ଥାର ସୁଫଳ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଯେଉଁଥିରେ କି ବାଟମାରଣାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବ…

Read More