ଚତୁର୍ଥ ଲୋକକଳା ମହୋତ୍ସବ : ଦ୍ୱିତୀୟ ଦିବସରେ ଘୋଡା ନାଚ ଓ ଦୁଧୁକି ବାଦନ ଦର୍ଷକଙ୍କ ମନମୋହିଲା
ଚତୁର୍ଥ ଲୋକକଳା ମହୋତ୍ସବ ଦ୍ୱିତୀୟ ଦିବସରେ ଘୋଡା ନାଚ ଓ ଦୁଧୁକି ବାଦନ ଦର୍ଷକଙ୍କ ମନମୋହିଲା #କୋଣାର୍କ (ଏନ୍.ଏମ୍.): ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଭୁବନେଶ୍ୱର, ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସରକାରଙ୍କ ଓମଫେଡର ମିଳିତ ସହଯୋଗରେ କୋଣାର୍କର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ପକ୍ଷରୁ କୋଣାର୍କ ଜଗନ୍ନଥ ମନ୍ଦିର ପରିସରସ୍ଥ ସାଂସ୍କୃତିକ ମଣ୍ଡପରେ ଆୟୋଜିତ ହେଉଛି ଚତୁର୍ଥ ଲୋକକଳା ମହୋତ୍ସବ । ଆୟୋଜିତ ଚତୁର୍ଥ ଲୋକକଳା ମହୋତ୍ସବର…
