ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ
ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ #କୋଣାର୍କ(ଏନ୍.ଏମ୍.): ଅର୍କକ୍ଷେତ୍ର କୋଣାର୍କର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ଜୟଦେବ ବାଟିକାକୁ ଦୀର୍ଘକାଳ ଧରି ଅବହେଳିତ କରି ରଖିବା ପରେ ବେଳାଭୂମି ବିକାଶ ଯୋଜନା ଆଳରେ ବାଟିକାର ଅସ୍ଥିତ୍ୱ ଲୋପ ପାଇଁ ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର ଜାରି ରଖିଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଭାଗା ବେଳାଭୂମି ଓ ତୀର୍ଥ ସଂଲଗ୍ନ ବଜାର ଅଞ୍ଚଳରେ ୪୬କୋଟି ଟଙ୍କା ବ୍ୟୟ ବରାଦରେ ଗାଡ଼ି ପାର୍କିଂ ସମେତ ପର୍ଯ୍ୟଟକଙ୍କ ନିମନ୍ତେ ଅନ୍ୟାନ୍ୟ ସୁବିଧା…
