ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ

ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ #ବାଙ୍ଗାଲୋର(ଏନ୍‌.ଏମ୍‌.): ଧ୍ରୁବ ଜୁରେଲଙ୍କ ୧୬ବଲରୁ ୩୪ରନ ସନ ରାଜସ୍ଥାନ ରୟାଲ୍ସର ବିଜୟ ପାଇଁ ଯଥେଷ୍ଟ ହୋଇ ପାରି ନଥିଲା । ରବିବାର ଅନୁଷ୍ଠିତ ଆଇପିଏଲର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୩୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ୭ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହିତ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୪ଟି ବିଜୟ ସହ ପଏଣ୍ଟ ଟେବଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ଗ୍ଲେନ୍ ମ୍ୟାକ୍ସୱେଲ୍ ଓ…

Read More

ଆଇପିଏଲ୍‌: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ

ଆଇପିଏଲ୍‌: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ #ଲକ୍ଷ୍ନୌ(ଏନ୍‌.ଏମ୍‌.): ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ବେଶ ଚିତାକର୍ଷକ ହୋଇଛି । ଏହି ଲୋ ସ୍କୋରିଂ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ୭ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି । ଲକ୍ଷ୍ନୌର ଦୁଇ ଓପନର ପ୍ରଥମ ୱିକେଟ ପାଇଁ ୬.୩ ଓଭରରୁ ୫୫ରନ ସଂଗ୍ରହ କରିବାରୁ ଗୁଜୁରାଟ ପକ୍ଷରୁ ଧାର୍ଯ୍ୟ ୧୩୬ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସହଜରେ…

Read More

କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ #କଟକ(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା କଟକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ସେ ଏସସିବି ମେଡ଼ିକାଲର ଉର୍ଣ୍ଣତିକରଣ କାର୍ଯ୍ୟ, ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ, ଅର୍ବାନ ହାଟ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିଥିଲେ । ଏହି ରାଜ୍ୟ ସରକାର ପ୍ରକଳ୍ପ ଗୁଡିକର କିଭଳି ରୂପାନ୍ତରିତକରଣ କରିଛନ୍ତି ତାହା ବୁଲି ଦେଖିବା ସହ ପ୍ରଶଂସା କରିଥିଲେ ।…

Read More

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ #ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି । ଧୋନି ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୩୪ରନ କରିବାକୁ ସମର୍ଥ ହୋଇଥିଲା ।…

Read More

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ #ହାଇଦ୍ରାବାଦ(ଏନ୍‌.ଏମ୍‌.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଗୁରୁବାର ଅନୁଷ୍ଠିତ ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୨୭ତମ ମ୍ୟାଚ୍ରେ ଆରସିବି ବିଜୟୀ ହୋଇଛି । ବ୍ୟାଟିଂରେ ଇମ୍ପାକ୍ଟ ପ୍ଲେୟାର ଫାପ ଡୁପ୍ଲେସିଙ୍କ ଧୂଆଁଧାର ଅର୍ଦ୍ଧଶତକ(୮୪) ଓ ବୋଲିଂରେ ମହମ୍ମଦ ସିରାଜଙ୍କ ୪ ୱିକେଟ୍ (୪-୦-୨୧-୪) ବଳରେ ଚଳିତ ଆଇପିଏଲରେ ଆରସିବି ତୃତୀୟ ଜିତ୍ ହାସଲ କରିଛି । ଏହି ମ୍ୟାଚରେ ଆରସିବି ପକ୍ଷରୁ ଧାର୍ଯ୍ୟ ୧୭୫ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି…

Read More

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟର…

Read More

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ #IPL ହାଇଦ୍ରାବାଦ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୫ତମ ମ୍ୟାଚରେ ମୁମ୍ବାଇ ଘରୋଇ ହାଇଦ୍ରାବାଦକୁ ୧୪ରନରେ ପରାସ୍ତ କରିଛି । ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୩ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି ହାଇଦ୍ରାବାଦ ଗୋଟିଏ ବଲ୍ ବାକିଥାଇ ସମସ୍ତ ୱିକେଟ ହରାଇ ୧୭୮ରନ୍ କରିବାକୁ ସମର୍ଥ ହୋଇଥିଲା । ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ…

Read More

ସୁପର କିଙ୍ଗ୍ସର ତୃତୀୟ ବିଜୟ

ସୁପର କିଙ୍ଗ୍ସର ତୃତୀୟ ବିଜୟ #ବେଙ୍ଗାଲୁରୁ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଆଜି ଅନୁଷ୍ଠିତ ୨୪ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଘରୋଇ ରୟାଲ୍ ଚ୍ୟାଲେଞ୍ଜର ବେଙ୍ଗାଲୁରୁକୁ ୮ରନରେ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ସୁପର କିଙ୍ଗ୍ସ ତୃତୀୟ ବିଜୟ ହାସଲ କରିବା ସହ ମୋଟ ୬ ପଏଣ୍ଟ ସହ ପଏଣ୍ଟ ଟେବଲର ତୃତୀୟ ସ୍ଥାନରେ ପହଞ୍ଚିଛି । ମ୍ୟାଚରେ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡୁପ୍ଲେସି ଟସ୍ ଜିତି ଫିଲ୍ଡିଂ…

Read More

ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ

ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ #କଟକ(ଏନ୍‌.ଏମ୍‌.): ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମିଶନ ମିଲେଟ ଷ୍ଟଲ ସ୍ଥାନ ପାଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ସେଠାରେ ବହୁଳ ବିକ୍ରୟ ହେବା ସହ ପ୍ରଶଂସିତ ହୋଇ ପାରିଛି । ଭୂମିକା ନାରୀସଂଘ, କଟକ ପକ୍ଷରୁ ଏହି ମିଲେଟ ଷ୍ଟଲ ଖୋଲା ଯାଇଥିଲା । ସ୍ନେହଲତା ବେହେରା ଓ ସମତା ଜେନା…

Read More

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ #ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ…

Read More

ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ

ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ ପର୍ଯ୍ୟଟନ ଭବନରେ ପାଳିତ ହୋଇଛି । ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହା ପାଳିତ ହୋଇଛି । ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ଛେନାପୋଡର ସ୍ୱାଦିଷ୍ଟତା ଏବଂ ଏହା ଆମ ଖାଦ୍ୟପେୟର ଏକ ମୁଖ୍ୟ ଅଂଶ…

Read More

ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ

ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ #କୋଣାର୍କ (ଏନ୍‌.ଏମ୍‌.): ଉତ୍ତର ଓଡ଼ିଶାର ଅଗ୍ରଣୀ ସଂଗଠନ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଓ ଶକୁନ୍ତଲା ଆର୍ଟ ଗ୍ୟାଲରୀ ଭୁବନେଶ୍ୱର ଏବଂ ଓଡ଼ିଶା କଲେଜ ଅଫ ଆର୍ଟ କ୍ରାଫ୍ଟ, ପୁରୀ ମିଳିତ ଆନୁକୁଲ୍ୟରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଅର୍କ କ୍ଷେତ୍ର କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ପୁରୀ ସଂସ୍କୃତି…

Read More