ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ, ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ

ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଗୁଡ଼ି ଉଡାଇବା କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ । ଗୁଡ଼ି ଉଡ଼ାଇବାବେଳେ ରାସ୍ତାରେ ମାଞ୍ଜାସୂତା ଝୁଲୁଥିବା ଯୋଗୁଁ ରାସ୍ତାରେ ଯାଉଥିବା ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଥିବା ନଜୀରକୁ ଆସିଛି । ଗତ କାଲି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ନିକଟରେ…

Read More

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ

ଗୁଡ଼ି ଉଡାଇବା ବେଳେ ଅଘଟଣ: ସୂତାଗୁଡ଼ାଇ ହୋଇ ଜଣକ ମୃତ୍ୟୁ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଞ୍ଚଳରେ ଗୁଡ଼ି ଉଡ଼ାଇବାବେଳେ ଅଘଟଣ । ବେକରେ ମାଞ୍ଜାସୂତା ଗୁଡ଼ାଇ ହୋଇ ବେକ କଟି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୁଡ଼ି ଉଡାଇବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି ରଖିଛନ୍ତି । ସୂଚନା ଅନୁଯାୟୀ ପୀର ବଜାର ରାସ୍ତା ଦେଇ ସ୍ୱାମୀ-ସ୍ତ୍ରୀ…

Read More

ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା

ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ପୁଲିସର ଦାଦାଗିରି ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାଧାରଣ ଜନତାଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ ପାଇଁ ସରକାର ପୁଲିସ୍‌କୁ ବିଶେଷ କ୍ଷମତା ପ୍ରଦାନ କରିଥିବାବେଳେ ପୁଲିସ କର୍ମଚାରୀଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଏହା ଫଳରେ ସମଗ୍ର ରାଜ୍ୟରେ ପୁଲିସ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ତୁଟୁଥିବା ଅଭିଯୋଗ ହୋଇଛି । ବିଭିନ୍ନ…

Read More

ଏସସିବି ୱେବସାଇଟ୍ ହ୍ୟାକ୍‌

ଏସସିବି ୱେବସାଇଟ୍ ହ୍ୟାକ୍‌ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)ର ୱେବସାଇଟ ହ୍ୟାକ ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ତେବେ ହ୍ୟାକରମାନେ କଟକ ବଡ଼ମେଡ଼ିକାଲକୁ ଟାର୍ଗେଟ କରି ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ରିଷ୍ଟୋର କରି ଦିଆଯାଇଛି । ଏଥିଯୋଗ…

Read More

ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ

ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ଥାନା ଅନ୍ତର୍ଗତ ଦୁଧିଆନାଳିର ମୁଣ୍ଡାସାହି ସ୍ଥିତ ଫୁଟ୍‌ବଲ ପଡ଼ିଆ ନିକଟରେ କିଛି ଅସାମାଜିକ ଲୋକମାନେ ଗଞ୍ଜାଲଢ଼େଇ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ଚୌଦ୍ୱାର ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଖେଳର ମୁଖ୍ୟ କାର୍ପେଟ୍‌ଦାର ଡାଳିଯୋଡ଼ା ବ୍ରହ୍ମପୁର ଅଞ୍ଚଳର ଶିବ ମଲ୍ଲିକ (୩୬)ଙ୍କ ସହ ଅନ୍ୟ ସହଯୋଗୀ ଖୋର୍ଦ୍ଧା ଜିଲ୍ଲା ପଟିଆ ଅଞ୍ଚଳର ନିହାର…

Read More

ଜେଲ ସଂସ୍କାର ମାମଲାରେ ପ୍ରିଜନ୍ ଡିଜିଙ୍କ ହାଜିରା:୨୩ରେ ପ୍ରକାଶ ପାଇବ ରାୟ

ଜେଲ ସଂସ୍କାର ମାମଲାରେ ପ୍ରିଜନ୍ ଡିଜିଙ୍କ ହାଜିରା:୨୩ରେ ପ୍ରକାଶ ପାଇବ ରାୟ କଟକ(ଏନ୍‌.ଏମ୍‌.): କରୋନା ସମୟରେ ରାଜ୍ୟର ବିଭିନ୍ନ ଜେଲ୍ ଭିତରେ ବିଚାରଧୀନ କଏଦୀ ମୃତ୍ୟୁ, ସଜା ଭୋଗୁଥିବା କଏଦୀଙ୍କ ଭିଡ଼ ପ୍ରସଙ୍ଗରେ ପ୍ରିଜନ୍ ଡି.ଜି. ସନ୍ତୋଷ ଉପାଧ୍ୟାୟ ହାଇକୋର୍ଟରେ ହାଜର ହୋଇ ତଥ୍ୟ ପ୍ରଦାନ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ଓ ବିଚାରପତି ଏ.କେ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାଢେ ୪ଘଣ୍ଟା ଧରି ଏହି ମାମଲାର ଶୁଣାଣି ହୋଇଥିଲା…

Read More

ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ:ଯୁବକ ଅଟକ

ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ:ଯୁବକ ଅଟକ ଜଗତପୁର (ଏନ୍‌.ଏମ୍‌.): ଚାକିରୀର ଲୋଭ ଦେଖାଇ ଜଣେ ମହିଳାଙ୍କୁ ବଳାତ୍କାର କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେସମ୍ପୃକ୍ତ ମହିଳାଙ୍କ ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି । ଅଭିଯୋଗ ଅନୁଯାୟୀ, ଜଗତପୁର ଥାନା ଭୀମରାଜପୁର ପଞ୍ଚାୟତର ଜନୈକା ମହିଳା ବୈବାହିକ ଜୀବନରେ ମତାନ୍ତର ଘଟିବାରୁ ସେ ବାପଘରେ ରୁହନ୍ତି ।…

Read More

ରାସ୍ତା ଜବରଦଖଲ କରିଥିବା ବ୍ୟବସାୟୀଙ୍କୁ ପୁଲିସ୍‌ର ତାଗିଦ

ରାସ୍ତା ଜବରଦଖଲ କରିଥିବା ବ୍ୟବସାୟୀଙ୍କୁ ପୁଲିସ୍‌ର ତାଗିଦ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ଥାନା ଅନ୍ତର୍ଗତ ବିରାଟ ବଜାରରେ କିଛି ବ୍ୟବସାୟୀ ଜବରଦଖଲ କରି ନିଜ ବ୍ୟବସାୟ ପ୍ରତିଷ୍ଠାକୁ ରାସ୍ତା ଉପରକୁ ମାଡଆସିବା ନେଇ ପୁଲିସ ପକ୍ଷରୁ ତାଗିଦ କରାଯାଇଛି । ତୁରନ୍ତ ରାସ୍ତା ଅବରୋଧରୁ ନହଟିଲେ ଉଚ୍ଛେଦ କରାଯିବ ବୋଲି ଚୌଦ୍ୱାର ଥାନା ପକ୍ଷରୁ ଜବରଦଖଲକାରୀଙ୍କୁ ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ, ରାସ୍ତା ଉପକୁ ଦୋକାନୀମାନେ ମାଡ଼ି ଆସବା ଯୋଗୁ ବିଭିନ୍ନ ସମୟରେ ରାସ୍ତା ଜାମ୍…

Read More

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ : ହିଂସାମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ ଫୁଲବତୀ

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ ହିଂସାମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ ଫୁଲବତୀ କୋରାପୁଟ(ଏନ୍‌.ଏମ୍‌.): ମୁଖ୍ୟସ୍ରୋତକୁ ଫେରିଆସିଲେ ମହିଳା ମାଓବାଦୀ । ଆଜି ସୁନାବେଡ଼ାରେ କ୍ୟାଡର ମହିଳା ମାଓବାଦୀ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀ ଜଣକ ଫୁଲବତୀ ଉସେଣ୍ଡି ଓରଫ କରୁଣା ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେ କେକେବିଏନ ଡିଭିଜନର ଏସିଏମ୍ ର‌୍ୟାଙ୍କର ହୋଇଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି…

Read More

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଛାଡ଼ିଲେନି ସାଇବର ଠକ: ମେସେଜ ପଠାଇ ମାଗିଲେ ଟଙ୍କା

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଛାଡ଼ିଲେନି ସାଇବର ଠକ: ମେସେଜ ପଠାଇ ମାଗିଲେ ଟଙ୍କା ଭୁବନେଶ୍ୱର (ଏନ୍‌.ଏମ୍‌.): ଦିନକୁ ଦିନ ଏବେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ବିଶେଷ କରି ନିରୀହ ସାଧାସିଧା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ । ବିଭିନ୍ନ ପ୍ରଲୋଭନ ଦେଖାଇ କିମ୍ବା ମିଥ୍ୟା କଥା କହି ଅନଲାଇନ ମାଧ୍ୟମରେ ଟଙ୍କା ଲୁଟୁଥିବା ଘଟଣା ଏବେ ଜୋର ଧରିଛି । ଏପରିକି ବିଭିନ୍ନ ଆଳରେ ଲୋକଙ୍କୁ ବିଭିନ୍ନ ବିଭାଗର ଅଧିକାରୀ କିମ୍ବା କର୍ମଚାରୀ…

Read More

ଟାଙ୍ଗୀ ନାବଳିକା ବଳାତ୍କାର ଘଟଣା: ମୟୂରଭଞ୍ଜରୁ ଅଭିଯୁକ୍ତ ଗିରଫ

ଟାଙ୍ଗୀ ନାବଳିକା ବଳାତ୍କାର ଘଟଣା: ମୟୂରଭଞ୍ଜରୁ ଅଭିଯୁକ୍ତ ଗିରଫ ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଉଚ୍ଚପଦା ପଞ୍ଚାୟତର ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣାର ଅଭିଯୁକ୍ତକୁ ଟାଙ୍ଗୀ ଥାନା ପୁଲିସ ସୁଦୂର ଗଞ୍ଜାମ ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ନାବାଳିକା ଘରେ ଏକୁଟିଆ ଥିବା ସମୟରେ ତାଙ୍କ ବାପାଙ୍କର ଜଣେ ବନ୍ଧୁ ପାଣି ପିଇବା ବାହାନାରେ ଘରେ ପଶି ବଳାତ୍କାର କରି ଫେରାର ହୋଇଯାଇଥିଲା । ତେବେ ବାପା ମା’…

Read More

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ର ଚଢାଉ: ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ର ଚଢାଉ: ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ବିଭାଗର କଟକସ୍ଥିତ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ଦ୍ୱାରା ୭୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ତେବେ ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି । ସୂଚନା ଅନୁଯାୟୀ ଅବକାରୀ ବିଭାଗ କର୍ମଚାରୀମାନେ ଆଜି ସକାଳେ ଗୋପାଳପୁର ଠାରେ ଜଗି ରହି ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ…

Read More