ଅନ୍ତଘଟିଲା କରୋନା ଟିକା ରାଜନୀତି : ସମସ୍ତଙ୍କୁ ମାଗଣାରେ ଯୋଗାଇଦେବେ କେନ୍ଦ୍ରସରକାର
ଅନ୍ତଘଟିଲା କରୋନା ଟିକା ରାଜନୀତି : ସମସ୍ତଙ୍କୁ ମାଗଣାରେ ଯୋଗାଇଦେବେ କେନ୍ଦ୍ରସରକାର ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ଦୀର୍ଘ ଦିନ ଧରି ଚାଲିଥିବା କରୋନା ଟିକା ରାଜନୀତିର ଅନ୍ତଘଟିଛି । ଗତ କିଛିଦିନ ଧରି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଟିକାକରଣକୁ ନେଇ ଉପୁଜିଥିବା ବିବାଦକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ଣ୍ଣଛେଦ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଅପରାହ୍ଣରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା…
