ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ
ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କଟକ (ଏନ୍.ଏମ୍.): ସ୍ୱେଚ୍ଛାସେବୀ ସଂଗଠନ ଆଞ୍ଜେଲ ୱେଲଫେୟାର ପକ୍ଷରୁ ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । କଟକ ସହରର ବିଭିନ୍ନ ଅଞ୍ଚଳ ସମେତ କଲେଜ ଛକ ଅଞ୍ଚଳରେ ବସବାସ କରୁଥିବା ୭୦ଜଣ କିନ୍ନରମାନଙ୍କୁ ଚାଉଳ, ଚୂଡା, ତେଲ, ଅଟା, ଚିନି, ହରଡ ଡାଲି ଭଳି ବିଭିନ୍ନ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଏସିପି ଅମରେନ୍ଦ୍ର ପଣ୍ଡା, ଜିଲ୍ଲା…
