ମୋଦି @୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

ମୋଦି @୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଚର୍ଚ୍ଚିତ ରାଜନେତା : ଆନ୍ଧ୍ର ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମନିର୍ଭର ଓ ସର୍ବ ଶକ୍ତି ସମ୍ପନ୍ନ ବନାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶ୍ରୀ ମୋଦି ସବୁଠାରୁ ଚର୍ଚ୍ଚିତ ରାଜନେତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଉଭୟ ଆମେରିକା ଓ ଋଷ୍‌ର…

Read More

କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ

କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ କେନ୍ଦ୍ରାପଡ଼ା (ଏନ୍‍.ଏମ୍‍.): କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ପାଇଁ କେତେ ସଜବାଜ, ଘରେ ଘରେ କୁଣିଆ ଆଉ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରସ୍ତୁତି । ବଡ଼ ଆଡ଼ମ୍ବର ପୂର୍ଣ୍ଣ ଭାବେ ହସଖୁସିରେ ଏହି ଉତ୍ସବକୁ ପାଳନ କରିବାକୁ ଅଞ୍ଚଳବାସୀ ଆଗେଇ ଆସିଥିବାବେଳେ କିଏ ବା ଜାଣିଥିଲା କାର୍ତ୍ତିକେଶ୍ୱର ଭସାଣି ଘରେ ଘରେ ଲୁହ ଆଣିଦେବ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର…

Read More

ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ 

ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ  ନରସିଂହପୁର(ଏନ୍‍.ଏମ୍‍.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ,ନରସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏହି ଅବସରରେ ନରସିଂହପୁର ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଗଣଧାରଣାରେ ବସିବା ସହ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏହି ଦାବି…

Read More

୧୫ତମ ଡିହସାହି କାର୍ତ୍ତିକେଶ୍ୱର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

୧୫ତମ ଡିହସାହି କାର୍ତ୍ତିକେଶ୍ୱର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଚୌଦ୍ୱାର(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତ ଡିହସାହି ଗାମରେ କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆ ପାଟଣା ସ୍ଥିତ ଡାକବଙ୍ଗଳା ଠାରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିଭଳି ମେଳଣ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଯାତ୍ରାରେ ଅଞ୍ଚଳର ବିଭିନ୍ନ ମଣ୍ଡପରେ…

Read More

ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ ଆଲୋଚନାଚକ୍ର

ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ ଆଲୋଚନାଚକ୍ର କଟକ (ଏନ୍‍.ଏମ୍‍.): ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଜନ୍ମଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ସ୍ଥାନୀୟଗାନ୍ଧୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଓ ସ୍ୱାଧୀନତାପର ଭାରତ ବର୍ଷର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସମାଜବାଦୀ ଚିନ୍ତନ ନବକୃଷ୍ଣ ଚୌଧୁରୀ ବାସ୍ତବିକ ଜଣେ ଯୁଗ…

Read More

ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି

ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି ସାଲେପୁର(ଏନ୍‍.ଏମ୍‍.): ବିନା ପରିଶ୍ରମ ବା ସ୍ୱଳ୍ପ ପରିଶ୍ରମରେ କୋଟିପତି ହେବାର ନିଶା ବଢ଼ିଚାଲିଛି । ଫଳରେ ସମାଜରେ ବୃଦ୍ଧି ପାଇଛି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ । ଚୋରି, ରାହାଜାନୀ, ଲୁଟ ଆଦି ଅପରାଧିକ କାର୍ଯ୍ୟ ସହିତ ବେଆଇନ ଭାବେ ନିଶାକାରବାର ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି । ତେବେ ଏଭଳି ଅପରାଧିକ କାର୍ଯ୍ୟ ପଛରେ ଗୋଟିଏ ଉଦ୍ଦେଶ୍ୟରେ ବିପୁଳ ଅର୍ଥ ରୋଜଗାର । ତେବେ ଟଙ୍କା…

Read More

ମୋବାଇଲ ଲୁଟେରା ଗିରଫ: ୫ମୋବାଇଲ ଫୋନ୍ ଜବତ

ମୋବାଇଲ ଲୁଟେରା ଗିରଫ: ୫ମୋବାଇଲ ଫୋନ୍ ଜବତ ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ମୋବାଇଲ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ମୋବାଇଲ ଚୋରି ଘଟଣା ଘଟୁଥିବା ଜଣାପଡ଼ୁଛି । ତେବେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ମୋବାଇଲ ଚୋରି ବଢ଼ିଥିବାବେଳେ ଆଜି ଜଗତପୁର ଥାନା ପୁଲିସ ଜଣେ ମୋବାଇଲ ଲୁଟେରାକୁ ମାଡ଼ିବସିଛି । ଜଗତପୁରସ୍ଥିତ ଟ୍ରକ୍ ପାର୍କିଂ ନିକଟରୁ ଏହି ମୋବାଇଲ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଉକ୍ତ…

Read More

ବିଦ୍ୟାଳୟ ରୂପାନ୍ତରଣ ଯୋଜନାର ପ୍ରତିଫଳନ: କଟକର ନବମ ଶ୍ରେଣୀ ଛାତ୍ରୀଙ୍କୁ ଉତ୍ସାହିତ କଲେ ୫-ଟି ସଚିବ

ବିଦ୍ୟାଳୟ ରୂପାନ୍ତରଣ ଯୋଜନାର ପ୍ରତିଫଳନ କଟକର ନବମ ଶ୍ରେଣୀ ଛାତ୍ରୀଙ୍କୁ ଉତ୍ସାହିତ କଲେ ୫-ଟି ସଚିବ କଟକ(ଏନ୍‌.ଏମ୍‌.): ଫାଇବ-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ର୍ଦୁନୀତିମୁକ୍ତ ତଥା ତ୍ୱରିତ ସେବା ଯୋଗାଇବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ଅନନ୍ୟ । ତାଙ୍କ ଦ୍ୱାରା ପ୍ରତେକ କ୍ଷେତ୍ରରେ କିଛିନା କିଛି ପରିବର୍ତ୍ତନ ଆସି ପାରିଛି । ବିଶେଷ କରି ଶିକ୍ଷାର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ନିମନ୍ତେ…

Read More

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା କୃଷି ବିଭାଗ ଷ୍ଟଲରେ ମିଳିବ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଷ୍ଟଲଗୁଡ଼ିକ ବିଶେଷ ଜନାଦୃତ ହୋଇ ପାରିଛି । ମେଳାର ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା…

Read More

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୨

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୨ ନିମ୍ନମାନର କାମ ନେଇ ଅସନ୍ତୋଷ କୋଣାର୍କ(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ-୨୦୨୨ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷ କରି ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରୀନିବାସ ମରାମତି ଓ ରଙ୍ଗ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪୧ ଲକ୍ଷ ଟଙ୍କା…

Read More

ଦାବି ପୂରଣ ପାଇଁ ରାସ୍ତାରେ ଗର୍ଜିଲେ ତିର୍ତ୍ତୋଲ ବ୍ଲକ ଶିକ୍ଷକ ସଂଘ

ଦାବି ପୂରଣ ପାଇଁ ରାସ୍ତାରେ ଗର୍ଜିଲେ ତିର୍ତ୍ତୋଲ ବ୍ଲକ ଶିକ୍ଷକ ସଂଘ ଜଗତସିଂହପୁର (ଏନ୍‌.ଏମ୍‌.): ତିର୍ତ୍ତୋଲ ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବିକୁ ନେଇ କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ କରାଯାଉଥିବା ଦାବି ଗୁଡ଼ିକ ମଧ୍ୟରେ ଠିକା ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଠିକା ଚାକିରୀ କାର୍ଯ୍ୟକାଳକୁ ଚାକିରୀ କାଳରେ ଗଣନା କରିବା ସହିତ ୬ବର୍ଷର ଇନକ୍ରିମେଣ୍ଟ୍…

Read More

ଅଧିକ ଧାନ ଅମଳର ପ୍ରମାଣ ଦେଖାଇଲା ପାୟୋନୀୟର କମ୍ପାନୀ

ଅଧିକ ଧାନ ଅମଳର ପ୍ରମାଣ ଦେଖାଇଲା ପାୟୋନୀୟର କମ୍ପାନୀ ଗଜପତି(ଏନ୍‌.ଏମ୍‌.): ରାଜ୍ୟରେ କୃଷି ଓ କୃଷର ଉନ୍ନତି ନିମନ୍ତେ ପାୟୋନୀୟର କମ୍ପାନୀ ସର୍ବଦା ଆଗରେ ରହିଛି । ଏହି କମ୍ପାନୀର ବିଭିନ୍ନ କିସମର ବିହନ ଚାଷୀକୁ ଅଧିକ ଅମଳକ୍ଷମ କରାଇବା ସହ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ଘଟାଇବାରେ ସଫଳ ହୋଇଛି । ଏହି କମ୍ପାନୀ କେବଳ ବିଜ୍ଞାପନ ଦେଇ ନିଜର ଲୋକପ୍ରିୟତା ହାସଲ କରିନାହିଁ ବରଂ କ୍ଷେତରେ ଉନ୍ନତ ଅମଳର ପ୍ରମାଣ ଦେଇ କୃଷକଙ୍କ ହୃଦୟ ଜିଣିବାରେ…

Read More