ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’
ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’ ଢେଙ୍କାନାଳ(ଏନ୍.ଏମ୍.): ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ର ସ୍ୱାଦ ନିଆରା । ଆଉ ଏହି ସ୍ୱାଦିଷ୍ଟ ମିଠା ଏବେ ଜିଆଇ ଟ୍ୟାଗ ମାନ୍ୟତା ପ୍ରତିଯୋଗିତାକୁ ଓହ୍ଲାଇଛି । ଏଥିପାଇଁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ ବି ସରିଛି । ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁ ଜିଆଇ ଟ୍ୟାଗ ଦୌଡ଼ରେ ଥିବାରୁ ଢେଙ୍କାନାଳବାସୀଙ୍କ ଖୁସି କହିଲେ…
