ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ
ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ #କଟକ(ଏନ୍.ଏମ୍.): ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପ ଦ୍ୱାରା ଆୟୋଜିତ ବାଙ୍ଗାଲୋର ଠାରେ ହେଉଥିବା ସାଉଥ ଇଣ୍ଡିଆ କପ-୨୦୨୩ରେ ବୟସ ୬/୭ ବର୍ଷ ବାଳକ ବର୍ଗ ରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କଟକର ଶ୍ରେୟାନ୍ସ କାଟା ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି କଟକ ତଥା ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରେୟାନ୍ସ…
