ଇଓଡବ୍ଲ୍ୟୁ ଦ୍ୱାରା ପୁଣି ଜଣେ ବାବା ଓ ତାଙ୍କ ସହଯୋଗୀ ଗିରଫ: ଠକି ନେଇଥିଲେ ୩କୋଟି
ଇଓଡବ୍ଲ୍ୟୁ ଦ୍ୱାରା ପୁଣି ଜଣେ ବାବା ଓ ତାଙ୍କ ସହଯୋଗୀ ଗିରଫ: ଠକି ନେଇଥିଲେ ୩କୋଟି କଟକ(ଏନ୍.ଏମ୍.): ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) । ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଏହି ଆତ୍ମଘୋଷିତ ବାବାଙ୍କ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜକୁ ଗିରଫ କରାଯାଇଛି । ବାବାଙ୍କ ସହିତ ଜଣେ ବିଟେକ୍ ଇଞ୍ଜିନିୟରଚନ୍ଦନ ଆକାଶ ମହାନ୍ତଙ୍କୁ ମଧ୍ୟ…
