ରୁଚିକାଙ୍କୁ ନ୍ୟାୟ ଦାବିରେ ଡଜିପିଙ୍କୁ ସ୍ମାରକପତ୍ର

ରୁଚିକାଙ୍କୁ ନ୍ୟାୟ ଦାବିରେ ଡଜିପିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ ୧୬ ଦିନ ବିତି ଯାଇଥିବା ବେଳେ ଏହାର ରହସ୍ୟ ଉପର ପରଦା ଉଠାଇ ପାରିନି କମିଶନରେଟ ପୁଲିସ । ରୁଚିକା ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଧରିବା ବଦଳରେ ବିଭିନ୍ନ ଆଳ ଦେଖାଇ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରିଛନ୍ତି ରୁଚିକାଙ୍କ ମା’ ବିଦୁଲତା ମହାନ୍ତି ଓ ନବନିର୍ମାଣ ଛାତ୍ର ସଂଗଠନ । ରୁଚିକା ମୃତ୍ୟୁ…

Read More

କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ

କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କଟକ (ଏନ୍‌.ଏମ୍‌.): ଏନଡିଏ ରାଷ୍ଟ୍ରପତି ପ୍ରାର୍ôଥନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅରୁଚିକର ମନ୍ତବ୍ୟ ଦେବା ପ୍ରତିବାଦରେ ଆଜି କଟକ ନଗର ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ସ୍ଥାନୀୟ କଟକ ଚଣ୍ଡିମନ୍ଦିର ନିକଟରେ ବିଜେପି କର୍ମକର୍ତ୍ତାମାନେ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରଖିଥିବା ଏହି ମନ୍ତବ୍ୟକୁ ବିରୋଧ କରି ଅଜୟ କୁମାର ଓ…

Read More

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର ଆଠଗଡ଼(ଏନ୍‌.ଏମ୍‌.): ନିମ୍ନମାନର ଖାଦ୍ୟ ଖାଇ ହଷ୍ଟେଲରେ ବହୁ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଉକ୍ତ ହଷ୍ଟେଲର ୮ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଅଭିଯୋଗ ଅନୁଯାୟୀ ସବୁବେଳେ ପିଲାମାନଙ୍କୁ ଦିଆ ଯାଉଥିଲା ବାସି ଖାଦ୍ୟ । ପୂର୍ବ ଦିନ ରୋଷେଇରୁ ଯାହା ବଳୁଥିଲା ତାକୁ ଖାଇବାକୁ ପିଲାମାନଙ୍କୁ ଏକ ପ୍ରକାର ବାଧ୍ୟ କରା ଯାଉଥିଲା ।…

Read More

ଭିନ୍ନ ଏକ ପର୍ଶୁରାମ: ପନିକିରେ ମା’କୁ ହାଣି ହତ୍ୟା କଲା ପୁଅ

ଭିନ୍ନ ଏକ ପର୍ଶୁରାମ: ପନିକିରେ ମା’କୁ ହାଣି ହତ୍ୟା କଲା ପୁଅ ସାଲେପୁର(ଏନ୍‍.ଏମ୍‍.): ପୁରାଣ ଯୁଗର ପର୍ଶୁରାମ ଯିଏକି ବାପାଙ୍କ କଥାରେ ମାତୃହତ୍ୟା କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମା’ଙ୍କୁ ପୁନର୍ଜୀବିତ କରିବା ପାଇଁ ବାପାଙ୍କ ନିକଟରୁ ବର ପାଇ ମା’ଙ୍କୁ ବଞ୍ଚାଇଦେଇଥିଲା । ମାତ୍ର କଳିଯୁଗ ପର୍ଶୁରାମ ପିତାଙ୍କ ନିକଟରେ ସତ୍ୟରକ୍ଷା ପାଇଁ ନୁହେଁ ବରଂ ନିଜସ୍ୱ ସ୍ୱାର୍ଥ ପାଇଁ ପାରିବାରିକ କଳହ ପାଇଁ ଜନ୍ମଦାତ୍ରୀ ମା’କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ…

Read More

ଥାନାରୁ ଆସିବା ପରେ ଯୁବକଙ୍କ ଆତ୍ମହତ୍ୟା ! : କାରଣ ଅସ୍ପଷ୍ଟ

ଥାନାରୁ ଆସିବା ପରେ ଯୁବକଙ୍କ ଆତ୍ମହତ୍ୟା ! : କାରଣ ଅସ୍ପଷ୍ଟ ସାଲେପୁର(ଏନ୍‌.ଏମ୍‌.): ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ଗୁଣ୍ଠପଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଅଚାନକ ମୃତ୍ୟୁ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ମୃତକ ଜଣକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି । ତେବେ କେଉଁ କାରଣ ନେଇ ଯୁବକ ଜଣକ ଆତ୍ମହତ୍ୟା କଲେ, କାହିଁକି ମାନସିକ ଚାପରେ ରହୁଥିଲେ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ ।…

Read More

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଥାନା ଅଞ୍ଚଳରେ ଆଜି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଖବର ପାଇ ଚୌଦ୍ୱାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡାକ୍ତରଖାନା ପଠାଇଛି । ଏ ନେଇ ଚୌଦ୍ୱାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି…

Read More

ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଶିକାରୀ ଗିରଫ

ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଶିକାରୀ ଗିରଫ ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ଜୁନ ୨ରୁ ଅଦ୍ୟାବଧି ୪ଟି ହାତୀ କଙ୍କାଳ ମିଳିବା ଏବଂ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ମରିବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବନବିଭାଗର ନିଦ ହଜାଇ ଦେଇଛି । ଏହିସବୁ ଘଟଣାରେ ଅଦ୍ୟାବଧି ଶିକାରୀ ଓ ବନବିଭାଗ କର୍ମଚାରୀଙ୍କୁ ମିଶାଇ ମୋଟ ୧୩ଜଣଙ୍କୁ ଗିରଫ କରାଯାଇଛି । ତେବେ…

Read More

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ଆଠଗଡ(ଏନ୍‌.ଏମ୍‌.): ସମ୍ପ୍ରତି ଗଣତନ୍ତ୍ର ଆଜି ବିପନ୍ନ ହୋଇଥିବା ବିଭିନ୍ନ ମହଲରେ ସ୍ୱର ଉଠିଛି । ସାମ୍ବାଦିକ ଓ ସମ୍ବାଦପତ୍ରର କଣ୍ଠ ରୋଧ କରାଯାଇ ବିନା କାରଣରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା, ମିଥ୍ୟା ମକଦ୍ଦମା କରି ଜେଲ ପଠାଇବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଆଜି ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆଠଗଡ ଅତିରିକ୍ତ…

Read More

ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି:ଏଥର ଶ୍ରୀମନ୍ଦିରର ନୁହେଁ ମାଉସୀ ମା’ ଘରର

ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି:ଏଥର ଶ୍ରୀମନ୍ଦିରର ନୁହେଁ ମାଉସୀ ମା’ ଘରର ପୁରୀ (ଏନ୍‌.ଏମ୍‌.): ସବୁଠୁ ବଡ଼ ଖିଆ ବୋଲି ପ୍ରଭୁ ଜଗନ୍ନାଥଙ୍କୁ କୁହାଯାଏ । ତେବେ କାଳିଆର ବଡ଼ ଖିଆ ବୋଧେ କିଛି ଲୋକଙ୍କ ମନକୁ ପାଉନି । ତେଣୁ କାଳିଆ ସାଆନ୍ତଙ୍କ ପାଇଁ ନିର୍ମିତ ରୋଷ ଘରରୁ ବାରମ୍ବାର ଚୁଲି ଭଙ୍ଗା ଚାଲିଛି । ଶ୍ରୀମନ୍ଦିର ରୋଷ ଘରୁ ଚୁଲିଭଙ୍ଗା ଘଟଣା ମନରୁ ନଲିଭୁଣୁ ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ଟି ଚୁଲିକୁ…

Read More

ସାପୁଆ ନଦୀ କୂଳରୁ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର

ସାପୁଆ ନଦୀ କୂଳରୁ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର ଆଠଗଡ଼(ଏନ୍‍.ଏମ୍‍.): ଆଠଗଡ଼ ଅଞ୍ଚଳରେ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ତେବେ ଏହି ସନ୍ତାନଟି କାହାର ଅବୈଧ ସନ୍ତାନ କିମ୍ବା ଝିଅ ବୋଲି ପରିବାର ଲୋକେ ଏଠାରେ ଏଭଳି ପକାଇ ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ କନ୍ୟା ସନ୍ତାନ ସମ୍ପର୍କରେ ରାଜ୍ୟସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେତେ ସଚେତନତା କରାଗଲେ ମଧ୍ୟ ଆଜିବି ଲୋକେ କନ୍ୟାକୁ ଚାହୁଁନଥିବା କୁହାଯାଉଛି । ଯାହାର…

Read More

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ କିଶନନଗର(ଏନ୍‌.ଏମ୍‌.): ଥାନାରୁ ନ୍ୟାୟ ନପାଇ ଆତ୍ମାହୁତି ଉଦ୍ୟମ କରିବା ଏବଂ ଚିକିତ୍ସାସମୟରେ ମୃତ୍ୟୁବରଣ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେବା ପରେ ଆଜି ଡିଜିପି କିଶନର ନଗର ଥାନା ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁଯାୟୀ ଚଳିତ ମାସ ଗତ ୨୩ ତାରିଖ ଦିନ କିଶନନଗର ଥାନା ସମ୍ମୁଖରେ ଦେହରେ…

Read More

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ ଆଠଗଡ଼(ଏନ୍‌.ଏମ୍‌.): କଟକ ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲରୁ ୩ଟି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ଇନଭେଷ୍ଟିଗେସ ଟିମ(ଏସଆଇଟି) । ତେବେ ମାସେ ଭିତରେ ରିପୋର୍ଟ ହେବା ନେଇ ସୂଚନା ଦେଇଛି ଏସଆଇଟି । କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା । ବଡମ୍ବାରୁ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀର…

Read More