ଦୋଳ ବିମାନ ଉପରେ ଚଢ଼ିଗଲା ପିକ୍‌ଅପ୍ ଭ୍ୟାନ୍‌: ୨ ମୃତ, ୩ ଗୁରୁତର

ଦୋଳ ବିମାନ ଉପରେ ଚଢ଼ିଗଲା ପିକ୍‌ଅପ୍ ଭ୍ୟାନ୍‌: ୨ ମୃତ, ୩ ଗୁରୁତର #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଦୋଳବିମାନ ନେଇ ଯାଉଥିବାବେଳେ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍‌ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା…

Read More

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ #ତିଗିରିଆ(ଏନ୍‍.ଏମ୍‍.): କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଆନନ୍ଦ ଉଲ୍ଲାର ପର୍ବ ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ । କିଏ ବା ଜାଣିଥିଲା ନାଲି ନେଳି ରଙ୍ଗରେ ହୋଲିର ମଜା ଉଠାଇବା ପୂର୍ବରୁ ଶତ୍ରୁର ଆକ୍ରମଣରେ ରକ୍ତ ରଞ୍ଜିତ ହୋଇ ଉଠିବ ଅଞ୍ଚଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ସୁରେନ୍ଦ୍ର ପାଟଣା ଗ୍ରାମରେ । ଗୋଟିଏ…

Read More

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ଏବେ ବ୍ୟାପକ ଚୋରା ନିଶା କାରବାର ବେଶ ବୃଦ୍ଧି ପାଇଛି । ତେବେ ଏହାକୁ ରୋକିବା ପାଇଁ ପୁଲିସ ଯେତେ ଯୋଜନା କରୁଥିଲେ ମଧ୍ୟ ନିଶା ବେପାରୀ ନିଜ ତରିକାରେ ବେପାର ଚଳାଇଛନ୍ତି । ତେବେ ଆଜି ସ୍ଥାନୀୟ ଜଗତପୁର ଥାନା ଅଞ୍ଚଳରେ ଏବେ ନିଶା ବେପାରୀ ସକ୍ରିୟ ହୋଇ ଉଠିଥିବାବେଳେ…

Read More

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର #ଖୋର୍ଦ୍ଧା (ଏନ୍‌.ଏମ୍‌.): ଦୋଳପୂର୍ଣ୍ଣମୀ ପାଇଁ ବାଣ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଇଚ୍ଛା ଆଜି ମହଙ୍ଗା ପଡ଼ିଛି । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ । ଆହତମାନଙ୍କୁ ଖୋର୍ଦ୍ଧା…

Read More

ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ,

ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ, ଖୁଡି, ବାପା ଓ ପଡୋଶୀଙ୍କ ସମେତ ୪ ଗୁରୁତର #କଟକ(ଏନ୍‌.ଏମ୍‌.): ନିଶାସକ୍ତ ଯୁବକର ଅଭାବନୀୟ କାଣ୍ଡ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଏକ କଟୁରୀ ଧରି ଉକ୍ତ ଯୁବକ ୪ଜଣଙ୍କୁ ଗୁରୁତର ଆହତ କରି ଫେରାର ହୋଇ ଯାଇଛି । ତେବେ ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ…

Read More

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । କେଉଁଠି ସରକାରୀ ଅର୍ଥ ତୋଷାରପାତ ହେଉଛି ତ ଆଉ କେଉଁଠି ହିତାଧିକାରୀଙ୍କୁ ଭୁଆଁ ବୁଲାଇ ସରକାରୀ ଯୋଜନା ଆତ୍ମସାତ ହେଉଥିବା ଅଭିଯୋଗ ଉଠିଛି । ବିଶେଷ କରି ଆଠଗଡ଼ ଉପଖଣ୍ଡରେ ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରିହୋଇ ପଡ଼ୁଥିବାବେ ଳେ ଏହାକୁ…

Read More

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ ! #ଭଦ୍ରକ(ଏନ୍‌.ଏମ୍‌.): ରୋଗହେଲେ ଲୋକେ ଧାଇଁ ଯାଆନ୍ତି ଡାକ୍ତରଙ୍କ ପାଖକୁ । ତାଙ୍କ ଔଷଧ ଓ ଇଞ୍ଜେକସନରେ ଆରୋଗ୍ୟ ମିଳିବା ସହ ଜୀବନ ବଞ୍ଚିଯାଇଥାଏ । ତେଣୁ ଡାକ୍ତରଙ୍କୁ ଲୋକେ ଦ୍ୱିତୀୟ ଭଗବାନ ବୋଲି କହିଥାନ୍ତି । କିନ୍ତୁ ଏବେ ଡାକ୍ତରଙ୍କ ମନଇଚ୍ଛା ଚିକିତ୍ସା ଯୋଗୁଁ ଜୀବନ ରକ୍ଷା ହେବା ବଦଳରେ ଜୀବନ ଚାଲିଯାଉଥିବା ଭଳି ଅଭିଯୋଗ ଉଠିଛି । ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଛି ଭଦ୍ରକ…

Read More

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ #ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଟାଙ୍ଗୀ ଚୌଦ୍ୱାର ତହସିଲ କାର୍ଯ୍ୟଳୟର ଜଣେ କାର୍ଯ୍ୟରତ ଆର.ଆଇଙ୍କୁ ମାଡ଼ମାରିବା ଘଟଣାରେ ନ୍ୟାୟ ନମିଳିବା ପ୍ରତିବାଦରେ ଆଜି ସମସ୍ତ ଆର.ଆଇ ଏବଂ ତହସିଲ କର୍ମଚାରୀ କଲମଛାଡ଼ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନରେ ଟାଙ୍ଗୀ-ଚୌଦ୍ୱାର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଦୀର୍ଘ ସମୟ ଧରି ଧାରଣାରେ ବସିବା ସହ କଲମଛାଡ଼ ଆନ୍ଦୋଳନ କରିଥିଲେ । ଏଥି ସହିତ…

Read More

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର #କଟକ(ଏନ୍‌.ଏମ୍‌.): କଟକରେ ଏବେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏପରିକି କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ସାବାଡ଼ କରିବା କ୍ଷେତ୍ରରେ ପୁଲିସ ପଛଘୁଞ୍ଚା ଦେଉନଥିବା ଦେଖିବାକୁ ମିଳିଛି । ଆଜି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ସାବାଡ଼ କରିବା ପାଇ ପୁଲିସ ଏନକାଉଣ୍ଟର କରିଥିବା…

Read More

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ #କଟକ(ଏନ୍‌.ଏମ୍‌.): କଟକରେ ପୁଣି ଠାବ ହୋଇଛି ନକଲି ଔଷଧ । କଟକରେ ନକଲି ଔଷଧ କାରବାର ପ୍ରଥମ ନହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇ ପାରୁନାହିଁ । ବାରମ୍ବାର ଯାଞ୍ଚ୍ ସତ୍ତ୍ୱେ ନକଲି ଔଷଧ ବେପାର ଥମିବାର ନାଁ ନେଉନାହିଁ । ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଧରାପଡିବା ସହ ଏଥିରେ ସଂପୃକ୍ତ ଥିବା ବ୍ୟବସାୟୀ…

Read More

ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର

ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର #ଜଗତସିଂହପୁର (ଏନ୍‌.ଏମ୍‌.): ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଅଘଟଣ ଘଟିଛି । ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ତାଙ୍କ ନାମ ଦିଲୁ ମହାନ୍ତି ବୋଲି ଶୁଣିବାକୁ ମିଳିଛି ।…

Read More

ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍‌

ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍‌ #କଟକ(ଏନ୍‌.ଏମ୍‌.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ଅଦାଲତ ଅବମାନନା ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ପାରାଦୀପ ମଡେଲ ଥାନା ଆଇଆଇସି ଓ ଜଗତସିଂହପୁର ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଓମ୍ ପ୍ରକାଶ ଜୟସୱାଲ ବନାମ ବି.କେ.ମିତଲ ଏବଂ ସିବିଆଇ ମାମଲାରେ ରହିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜାଣିଶୁଣି ଉଲ୍ଲଂଘନ କରିଥିବାରୁ କହିଁକି…

Read More