ଜଗନ୍ନାଥଙ୍କ ଦୟଣାଚୋରି ନୀତି ପାଇଁ ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂ ଦେବୀ ବିଜେ
ଜଗନ୍ନାଥଙ୍କ ଦୟଣାଚୋରି ନୀତି ପାଇଁ ଶ୍ରୀ ମଦନମୋହନ, ଶ୍ରୀ ଦେବୀ, ଭୂ ଦେବୀ ବିଜେ #ପୁରୀ(ଏନ୍.ଏମ୍.): ଜଗନ୍ନାଥ ସଂସ୍କୃତି ଏକ ବିଚିତ୍ର ସଂସ୍କୃତି । ଏଥିରେ ଭରି ରହିଛି ମାନବୀୟ ସଭ୍ୟତାର ସମସ୍ତ ନିଦର୍ଶନ । ପ୍ରଭୁ ଜଗନ୍ନାଥଙ୍କ ବିଚିତ୍ର ଲୀଳାକୁ ବଡ଼ ବଡ଼ ଜ୍ଞାନିଗୁଣୀ ମଧ୍ୟ ବୁଝିବା କଷ୍ଟ ସାଧ୍ୟ । ସାରା ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଲୀଳା ମଧ୍ୟରୁ ଦୟଣା ଚୋରି ନୀତି ମଧ୍ୟ ଏକ ସ୍ୱତନ୍ତ୍ର ।…
