ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ
ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ #ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ଥାନା ପରିସରରେ ଏକ ଜଳ ଛତ୍ର କେନ୍ଦ୍ର ଅନୁଷ୍ଟିତ ହୋଇଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବା ବେଳେ କମିଶନରେଟ ପୁଲିସ ପକ୍ଷରୁ ସବୁ ଥାନା ପରିସରରେ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ସମ୍ପ୍ରତି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପଥଚାରୀମାନେ ଶୋଷରେ ଆଉଟୁ ପାଉଟୁ ହୋଇ ପଡ଼ୁଥିବାବେଳେ ଜଗତପୁର ଥାନା ପୁଲିସ ପଥଚାରୀ ଓ ସାଧାରଣ ଲୋକମାନଙ୍କୁ…
