ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ
ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜନସାଧାରଣଙ୍କ ବହୁବିଦ୍ଧ ଉନ୍ନତି ନିମନ୍ତେ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି । ତେବେ ଦୀର୍ଘ ବର୍ଷ ଧରି ବିଭିନ୍ନ ସେବାରୁ ବଞ୍ଚିତ ଥିବା ଜନସାଧାରଣଙ୍କ ବହୁ ଉନ୍ନତିମୂଳକ କାର୍ଯ୍ୟ ସାଧନ ହେଉଥିବା ଯୋଗୁଁ ଲୋକେ ମଧ୍ୟ ସରକାରଙ୍କ ପ୍ରଶଂସା ଗାନ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଜନସାଧାରଣଙ୍କ ବିକାଶ…
