Nishkarsha

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ । ଦିନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି । ପ୍ରଥମ ପର୍ଯ୍ୟାୟ କଟଅଫରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି…

Read More

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସର୍ବନିମ୍ନ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲି ପାଇଁ ଦାବି #କଟକ (ଏନ୍‌.ଏମ୍‌.): ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଇଂ. ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟରେ ବିଭିନ୍ନ ଜିଲ୍ଲାର ନେତୃତ୍ୱ ମାନେ ଯୋଗଦେଇଥିଲେ । କେନ୍ଦ୍ର ସରକାର ସର୍ବନିମ୍ନ ପେନସନ ୯ହଜାର ଟଙ୍କାକୁ…

Read More

ବାଲିସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ

ବାଲିସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ଭୟାବହ କରୋନା ମହାମାରୀର ପ୍ରଥମ ଲହର ସମୟରେ ତାଳଦଣ୍ଡା କେନାଲ କୂଳରୁ ଉଛେଦ କରି ବାଲି ସାହି ଠାରେ ଅସ୍ଥାୟୀ ଭାବରେ ରଖାଯାଇଥିବା ବସ୍ତି ବାସିନ୍ଦା ମନେ ଉଚ୍ଛେଦର ୩ବର୍ଷ ପରେବି ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ବସ୍ତି ବାସିନ୍ଦାଙ୍କ କୌଣସି ମୌଳିକ ସମସ୍ୟାର ସମାଧାନ କରାଯାଇନାହିଁ । ଏହାର ପ୍ରତିବାଦରେ ବାଲିସାହି ବସ୍ତି ବାସିନ୍ଦା ମାନଙ୍କର ଏକ…

Read More

ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ବିଭିନ୍ନ ମହଲରେ ନିନ୍ଦା

ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ବିଭିନ୍ନ ମହଲରେ ନିନ୍ଦା ସୁବର୍ଣ୍ଣପୁର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିବା ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିବା ତଥା ଜନସାଧାରଣଙ୍କ ଭଲ ମନ୍ଦ ବୁଝିବା କାର୍ଯ୍ୟକୁ ବିରୋଧୀ ମାନେ ନାପସନ୍ଦ କରିଛନ୍ତି । ଏ ସବୁ କାର୍ଯ୍ୟ ସାଂସଦ ଓ ବିଧାୟକଙ୍କ ଭଳି ଲୋକପ୍ରତିନିଧିମାନେ କରିବାର ନିୟମ ଥିବାବେଳେ…

Read More

ବକେୟା ପାରିଶ୍ରମିକ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଡିଲର

ବକେୟା ପାରିଶ୍ରମିକ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଡିଲର #କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ଆସନ୍ତା ୫ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦିଆଯାଇଛି । ଏହି ପ୍ରେକ୍ଷୀରେ ସ୍ଥାନୀୟ ଯୋବ୍ରା ସ୍ଥିତ ମା’ ଶାରଳାଙ୍କ ସଭାଗୃହରେ ଡିଲର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ଏକ ବୈଠକ ହୋଇଥିଲା । ବୈଠକରେ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବକେୟା ୨୮ମାସର ପାରିଶ୍ରମିକ ତୁରନ୍ତ ପ୍ରଦାନ ସହ ଅନ୍ୟାନ୍ୟ ୫ ଦଫା ଦାବି…

Read More

ପରଲୋକରେ ପୂର୍ବତନ ଶିଳ୍ପ ବିକାଶ ଅଧିକାରୀ ରମେଶ ଚନ୍ଦ୍ର ସାମଲ

ପରଲୋକରେ ପୂର୍ବତନ ଶିଳ୍ପ ବିକାଶ ଅଧିକାରୀ ରମେଶ ଚନ୍ଦ୍ର ସାମଲ #ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତନ ଶିଳ୍ପ ବିକାଶ ଅଧିକାରୀ(ଆଇ.ପି.ଓ) ରମେଶ ଚନ୍ଦ୍ର ସାମଲଙ୍କ ଗତ ଜୁନ୍ ୨୬ ତାରିଖରେ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାମଲ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡିଶା ଅଧିନରେ ୧୯୮୦ ମସିହାରେ ସରକାରୀ ଚାକିରୀରେ ଯୋଗଦାନ କରି ୨୦୧୦ମସିହାରେ ଅବସର ଗ୍ରହଣ କରିଥିଲେ । ସେ ଦୀର୍ଘ ବର୍ଷ ଧରି ଭୁବନେଶ୍ୱର ବ୍ଲକରେ ଆଇ.ପି.ଓ ଭାବରେ ନିଷ୍ଠାର…

Read More

କିଟ୍ ଟିବିଆଇକୁ ବାୟୋସ୍ପେକ୍‌ଟ୍ରମ୍ ଏକ୍‌ସେଲେନ୍‌ସ ପୁରସ୍କାର

କିଟ୍ ଟିବିଆଇକୁ ବାୟୋସ୍ପେକ୍‌ଟ୍ରମ୍ ଏକ୍‌ସେଲେନ୍‌ସ ପୁରସ୍କାର #ଭୁବନେଶ୍ୱର(ଏନ୍‌.ଏମ୍‌.): କିଟ୍ ଟେକ୍ନୋଲୋଜି ବିଜିନେସ୍ ଇନ୍‌କ୍ୟୁବେଟର (କିଟ୍‌-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍ ଟ୍ରମ୍ ଏକ୍‌ସେଲେନ୍‌ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‌କ୍ୟୁବେଟର ମଧ୍ୟରେ କିଟ୍ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀ ଠାରେ ଗତ ଶୁକ୍ରବାର କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କିଟ୍ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ…

Read More

ମଣିପୁରରେ ଶାନ୍ତି ସଦଭାବନା ନିମନ୍ତେ ସତ୍ୟାଗ୍ରହ: ଗାନ୍ଧୀବାଦୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ମଣିପୁରରେ ଶାନ୍ତି ସଦଭାବନା ନିମନ୍ତେ ସତ୍ୟାଗ୍ରହ: ଗାନ୍ଧୀବାଦୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର #କଟକ(ଏନ୍‌.ଏମ୍‌.): ଉତ୍ତର ପୂର୍ବ ଭାରତରେ ସୀମାନ୍ତ ରାଜ୍ୟ ମଣିପୁର ଜଳୁଛି । ମୈତେୟୀ ଓ କୁକି ଜନଜାତିଙ୍କ ମଧ୍ୟରେ ଅଶାନ୍ତି ଯୋଗୁଁ ଶତାଧିକ ଲୋକେ ମୃତ୍ୟୁବରଣ କଲେଣି । ହଜାର ହଜାର ଲୋକ ଘରଦ୍ୱାର ହରାଇ ଦୁଇମାସ ହେଲା ରିଲିଫ କ୍ୟାମ୍ପରେ ରହୁଛନ୍ତି । ଉଭୟ ମଣିପୁର ଓ କେନ୍ଦ୍ର ସରକାର ମୁକ ଦର୍ଶକ ସାଜି ଜାତିଗତ ହିଂସାକୁ ଉସକାଇବା ଦିଗରେ…

Read More

ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ #ଫୁଲନଖରା (ଏନ୍‌.ଏମ୍‌.): କଟକ ଜିଲ୍ଲାର ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ ଗୁଆଳି ଗ୍ରାମରେ ଶ୍ରୀ ଶ୍ରୀ ମହାବୀରଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ମହାବୀରଙ୍କ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପାଞ୍ଚଦିନ ବ୍ୟାପି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚବଟି ପୁଷ୍କରିଣୀରୁ କଳସ ଯାତ୍ରା, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା ଆଦି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା…

Read More

ସ୍କୁଲରୁ ଛୁଟି ହୋଇ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ: ଓଲଟି ପଡ଼ିଲା ଅଟୋ, ଜଣେ ଛାତ୍ରୀ ମୃତ

ସ୍କୁଲରୁ ଛୁଟି ହୋଇ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ: ଓଲଟି ପଡ଼ିଲା ଅଟୋ, ଜଣେ ଛାତ୍ରୀ ମୃତ #ଭଦ୍ରକ (ଏନ୍‌.ଏମ୍‌.): ସ୍କୁଲକୁ ଯାଇଥିଲେ ପିଲା । ପାଠ ପଢ଼ିବେ ବଡ଼ ମଣିଷ ହେବେ ସେଥିପାଇଁ ବାପାମା’ ଇଂଲିସ ମିଡ଼ିୟମ ସ୍କୁଲରେ ପିଲାଙ୍କୁ ପଢ଼ାଉଥିଲେ । ସ୍କୁଲ ଛୁଟି ହେଲା ହେଲେ ଫେରିଲେନି ପିଲା ଘରକୁ ଆସିଲା ମୃତ ଦେହ । ଏଭଳି ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅଞ୍ଚଳରେ ।…

Read More

ଅପହଞ୍ଚରେ ବାବା ଧବଳେଶ୍ୱର: ଧୋଇଗଲା ଅସ୍ଥାୟୀ ରାସ୍ତା, ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ

ଅପହଞ୍ଚରେ ବାବା ଧବଳେଶ୍ୱର: ଧୋଇଗଲା ଅସ୍ଥାୟୀ ରାସ୍ତା, ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ #ଆଠଗଡ଼(ଏନ୍‌.ଏମ୍‌.): ଓଡ଼ିଶାର ଅନନ୍ୟ ଶୈବ ପୀଠ କଟକ ଜିଲ୍ଲାର ବାବା ଧବଳେଶ୍ୱରଙ୍କ ପୀଠ ଏବେ ଅପହଞ୍ଚ ହୋଇ ପଡ଼ିଛି । ବାବାଙ୍କ ପୀଠକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ନଦୀପାଣିର ସ୍ରୋତରେ ଭାସି ଯାଇଥିବା ଯୋଗୁଁ ପୀଠକୁ କେହି ଯିବା ସମ୍ଭବପର ହୋଇ ପାରୁନାହିଁ । ଫଳରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି…

Read More

ବିଦ୍ୟୁତ ନିରାପତ୍ତା ନିୟମାବଳୀର ଉପଯୁକ୍ତ ରୂପାୟନ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଇମ୍ଫା ଚୌଦ୍ୱାର ୟୁନିଟ ପୁରସ୍କୃତ

ବିଦ୍ୟୁତ ନିରାପତ୍ତା ନିୟମାବଳୀର ଉପଯୁକ୍ତ ରୂପାୟନ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଇମ୍ଫା ଚୌଦ୍ୱାର ୟୁନିଟ ପୁରସ୍କୃତ #ଭୁବନେଶ୍ୱର(ଏନ୍‌.ଏମ୍‌.): କାର୍ଯ୍ୟକ୍ଷେତ୍ରରେ ବିଦ୍ୟୁତ ନିରାପତ୍ତା ନିୟମାବଳୀର ଉପଯୁକ୍ତ ରୂପାୟନ ପାଇଁ କଟକ ଜିଲ୍ଲା ଅନ୍ତର୍ଗତ ଇମ୍ଫା, ଚୌଦାର ୟୁନିଟ୍‌କୁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଜାତୀୟ ବିଦ୍ୟୁତ ନିରାପତ୍ତା ସପ୍ତାହ କାର୍ଯ୍ୟକ୍ରମରେ ପୁରସ୍କୃତ କରିଛନ୍ତି । ଚତୁର୍ଥ ଜାତୀୟ ବିଦ୍ୟୁତ ନିରାପତ୍ତା ସପ୍ତାହ ପାଳନର ଦ୍ୱିତୀୟ ଦିନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଇମ୍ଫାକୁ ୨୦୨୨-୨୩ ବର୍ଷ ପାଇଁ…

Read More