ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ
ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ(ଏନ୍.ଏମ୍.): ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଢେଙ୍କାନାଳର ଦେଉଳିସାହି ସ୍ଥିତ ବଜରଙ୍ଗ କ୍ଲକର ମୁଖ୍ୟ କାର୍ଯ୍ୟଳୟରେ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ଆନ୍ତର୍ଜାତୀୟ ମାନବାଧିକାର ସମ୍ପର୍କରେ ଆଲୋକପାତ ସହିତ ଭବିଷ୍ୟତରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛିି । ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସମସ୍ତ ସଦସ୍ୟ ପ୍ରତି ସେବା କାର୍ଯ୍ୟକୁ ଏକ ଦୃଢ ଓ ଦକ୍ଷତା ହାସଲ କରିବା…
