କେନ୍ଦ୍ରାପଡ଼ାରେ ଆତଙ୍କ: କୁମ୍ଭୀର ଆଁରେ ମଇଁଷି ଚରାଳି
କେନ୍ଦ୍ରାପଡ଼ାରେ ଆତଙ୍କ: କୁମ୍ଭୀର ଆଁରେ ମଇଁଷି ଚରାଳି #କେନ୍ଦ୍ରାପଡ଼ା(ଏନ୍.ଏମ୍.): କେନ୍ଦ୍ରାପଡ଼ା ଅଞ୍ଚଳରେ ଏବେ କୁମ୍ଭୀର ଆତଙ୍କ ବୃଦ୍ଧି ପାଇଛି । କେବଳ କେନ୍ଦ୍ରାପଡ଼ାରେ କାହିଁକି ଯାଜପୁର ଓ କଟକରେ ମଧ୍ୟ କୁମ୍ଭୀର ମାନେ ନଦୀରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏପରିକି ନଦୀ ଓ କେନାଲରେ ମଧ୍ୟ କୁମ୍ଭୀର ବୁଲୁଥିବା ଫଟୋ ଭିଡିଓ ଭାଇରାଲ ହେଉଛି । ତେବେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ଜଣେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣିନେବା ଘଟଣା…
