୨୦୨୩-୨୪ ବର୍ଷରେ ୭୦ହଜାର ଗୋଟି କୃଷି ଯନ୍ତ୍ରପାତି ଯୋଗାଇବା ପାଇଁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ଲକ୍ଷ୍ୟ ଧାର୍ଯ୍ୟ
୨୦୨୩-୨୪ ବର୍ଷରେ ୭୦ହଜାର କୃଷି ଯନ୍ତ୍ରପାତି ଯୋଗାଇବା ପାଇଁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ଲକ୍ଷ୍ୟ ଧାର୍ଯ୍ୟ ରିହାତି ପ୍ରଦାନରେ ଅନିୟମିତତା ଓ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ -ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ #ଭୁବନେଶ୍ୱର(ଏନ୍.ଏମ୍.): ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସମ୍ପଦ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଆଦି…
