କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା
କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍.ଏମ୍.): କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ବିଶିଷ୍ଟ ଯାଦୁକର ସ୍ୱର୍ଗତ ପିଏଲ ସୁନ୍ଦରକାଙ୍କ ସ୍ମୃତି ଦିବସ ଅବସରରେ ୮ମ ମ୍ୟାଜିକ ଡେ ପାଳିତ ହୋଇଯାଇଛି । ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୧୦୨ଜଣ ଯାଦୁକର ଯୋଗଦେଇ ନିଜ ନିଜର ଯାଦୁ ପ୍ରଦର୍ଶନ କରିଥିଲେ । ସର୍କଲର ସମ୍ପାଦକ ତଥା ବିଶିଷ୍ଟ ଯାଜୁକର ବାପୁ ଲେଙ୍କାଙ୍କ…
