ଦାବି ପୂରଣ ନେଇ ସରକାରଙ୍କ ଟାଳଟୂଳ ନୀତି: ଆସନ୍ତା ୧୫ରେ ଇପିଏଫ ପେନସନର୍ସ ସଂଘର ଗଣ ଧାରଣା
ଦାବି ପୂରଣ ନେଇ ସରକାରଙ୍କ ଟାଳଟୂଳ ନୀତି: ଆସନ୍ତା ୧୫ରେ ଇପିଏଫ ପେନସନର୍ସ ସଂଘର ଗଣ ଧାରଣା #କଟକ(ଏନ୍.ଏମ୍.): ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଇପିଏଫ ପେନସନର୍ସ ବିରୋଧି…
