Nishkarsha

କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା

କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା #କଟକ(ଏନ୍‌.ଏମ୍‌.): କଟକ ଟ୍ୟାକ୍ସ ବାର ଅୋସାସିଏସନ୍ ତରଫରୁ ମକର୍ତନଗରସ୍ଥିତ ସଭାଗୃହେର ଏକ ସମ୍ବଦ୍ଧର୍ନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶୁଭାଶିଷ ତାଳପତ୍ର ମୁଖ୍ୟଅତିଥି ଭାବେ ଯୋଗେଦଇ ପ୍ରଚଳିତ ଟିକସ ଆଇନର ସେଂଶାଧନ ହେବାର ସମୟ ଉପନିତ ହୋଇଥିବାବେଳେ, ଏଥିରେ ଆଇନଜୀବୀମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସଂଘର ସଭାପତି ଅରୁଣ କୁମାର ଦାଶଙ୍କ ସଭାପତିତ୍ୱରେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର…

Read More

ଯୁବ ରେଡ୍‌କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ରେଡ୍‌କ୍ରସ୍‌କୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଯୁବ ରେଡ୍‌କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ରେଡ୍‌କ୍ରସ୍‌କୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି #ଭୁବନେଶ୍ୱର(ଏନ୍‌.ଏମ୍‌.): ଯୁବ ରେଡ୍‌କ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ରେଡ୍‌କ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନରହରି ସେଠୀ, ଭାରତୀୟ ରେଡ୍‌କ୍ରସ ସୋସାଇଟିର ଅବୈତନିକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଯୁବ ରେଡ୍‌କ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର…

Read More

ଅର୍ବାନ ବ୍ୟାଙ୍କ ୩.୮୨ କୋଟି ଟଙ୍କାର ଋଣ ଜାଲିଆତି ଘଟଣା: ପଶ୍ଚିମବଙ୍ଗରୁ ଗିରଫ ଏଲ୍‌ଆଇସି ଏଜେଣ୍ଟ

ଅର୍ବାନ ବ୍ୟାଙ୍କ ୩.୮୨ କୋଟି ଟଙ୍କାର ଋଣ ଜାଲିଆତି ଘଟଣା: ପଶ୍ଚିମବଙ୍ଗରୁ ଗିରଫ ଏଲ୍‌ଆଇସି ଏଜେଣ୍ଟ #କଟକ(ଏନ୍‌.ଏମ୍‌.): ଚଞ୍ଚକତା କରି ଲକ୍ଷା ଧିକ ଟଙ୍କା ରୋଜଗାର କରିବାର ନିଶା ଏବେ ସମସ୍ତଙ୍କୁ ଘାରିଛି । ତେଣୁ କାମ ଧନ୍ଦା ନକରି ବିନା ପରିଶ୍ରମରେ କିଭଳି ଟଙ୍କା ରୋଜଗାର କରିହେବ ଏଥିପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ଏକ ରକମର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଯାହାର ପରିଣାମ ସମାଜରେ ଠକେଇ, ଲୁଟ, ସାଇବର କ୍ରାଇମ ଭଳି ଅପରାଧ ବଢ଼ିବାରେ ଲାଗିଛି…

Read More

ପ୍ରେମକୁ ସ୍ୱୀକାର କଲେନି ପରିବାର: ଗୋଟିଏ ପଟେ ପଡୁଥିଲା ଝିଅର ହାତଗଣ୍ଠି; ଆରପଟେ ଶୁଦ୍ଧି ହେଉଥିଲେ ବାପା ମା’

ପ୍ରେମକୁ ସ୍ୱୀକାର କଲେନି ପରିବାର: ଗୋଟିଏ ପଟେ ପଡୁଥିଲା ଝିଅର ହାତଗଣ୍ଠି; ଆରପଟେ ଶୁଦ୍ଧି ହେଉଥିଲେ ବାପା ମା’ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ପ୍ରେମକୁ ମିଳିଲାନି ସ୍ୱୀକୃତି । ବଢ଼ିଲା ଝିଅଟି ପ୍ରେମିକ ସହ ଚାଲିଯିବା ପରେ ଝିଅର ବାପଘର ଲୋକେ ଏହାକୁ ସହି ପାରିଲେନି । ଝିଅ କିମ୍ବା ତାର ପ୍ରେମିକର କୌଣସି କ୍ଷତି ନକରି ନିଜ ଭିତରେ ଝିଅକୁ ଶୁଦ୍ଧି ହୋଇ ପଡ଼ିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିସ୍ଥିତ ନୂଆବଜାର ଅଞ୍ଚଳରେ…

Read More

ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ

ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍‍.ଏମ୍‍.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୫ନମ୍ବର ୱାର୍ଡ଼ ସ୍ଥିତ ବ୍ରାହ୍ମଣ ସାହି (କ)ର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶନିଶ୍ଚରାୟଙ୍କ ନୂତନ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାହିରେ ଥିବା ଏହି ମନ୍ଦିରଟି ବହୁ ପୁରାତନ ମନ୍ଦିର ହୋଇଥିବାବେଳେ କାଳକ୍ରମେ ଭାଙ୍ଗିରୁଜି ଯାଇଥିଲା । ତେବେ ସେହି ଭଗ୍ନ ମନ୍ଦିରରେ ପ୍ରଭୁ ଶନିଶ୍ଚର ପୂଜା ପାଇ ଆସୁଥିଲେ । ସାହିର ଦୀନବନ୍ଧୁ ପଣ୍ଡା ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ…

Read More

ଫାଙ୍କା ଗୁଳିଚାଳନା କରି ସୁନା ରୂପା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୁଲିସର ତନାଘନା : କମିଶନରେଟ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ

ଫାଙ୍କା ଗୁଳିଚାଳନା କରି ସୁନା ରୂପା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୁଲିସର ତନାଘନା କମିଶନରେଟ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ #କଟକ ସଦର(ଏନ୍‍.ଏମ୍‍.): କଟକ କମିଶନରେଟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । କନ୍ଦରପୁର ଥାନା ଅନ୍ତର୍ଗତ ମତ୍ତଗଜପୁର ରେଲୱେ ଷ୍ଟେସନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ଆଜି ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରି…

Read More

ଜଗତପୁର ୪୮ ନମ୍ବର ୱାର୍ଡରେ ଅତିଷ୍ଠ କଲାଣି ଜଳବନ୍ଦୀ ସମସ୍ୟା

ଜଗତପୁର ୪୮ ନମ୍ବର ୱାର୍ଡରେ ଅତିଷ୍ଠ କଲାଣି ଜଳବନ୍ଦୀ ସମସ୍ୟା #ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଗତକାଲି ସନ୍ଧ୍ୟା ସମୟରୁ ଲଗାଣ ବର୍ଷା ହେବା ଦ୍ୱାରା ସହରର କିଛି ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି । ଏହି ପରିପ୍ରେକ୍ଷୀରେ ଜଗତପୁର ଅଞ୍ଚଳର ବହୁ ସାହି ବସ୍ତି ଜଳମଗ୍ନରେ ଅବସ୍ଥାରେ ଶହେରୁ ଉର୍ଦ୍ଧ ପରିବାର ସହ ୨ଗୋଟି ଶିକ୍ଷାନୁଷ୍ଟାନ ଜଳବନ୍ଦୀ ଅବସ୍ଥାରେ ବୁଡି ରହିଛି । ସିଏମସି ୱାର୍ଡ ନମ୍ବର ୪୮ସମ୍ପୂର୍ଣ୍ଣ ଜଳମଗ୍ନ ଅବସ୍ଥାରେ ବୁଡି ରହିଛି । ଏହି…

Read More

ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡରେ ଜମାରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ୨ମାସ ମଧ୍ୟରେ ୮ହଜାର ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡରେ ଜମାରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ୨ମାସ ମଧ୍ୟରେ ୮ହଜାର ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ #କଟକ(ଏନ୍‌.ଏମ୍‌.): ଚିଟ ଫଣ୍ଡ କମ୍ପାନୀ ଜିଏଲପି ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ଼ରେ ଟଙ୍କା ଜମା ରଖି ଥିବା ଜମାକାରୀଙ୍କ ପାଇଁ ଖୁସି ଖବର ଆସିଛି । ଏହି ଦୁଇଟି କମ୍ପାନୀରେ ଟଙ୍କା ଜମା ରଖି ଥିବା କ୍ଷୁଦ୍ର ଜମାକାରୀଙ୍କୁ ଦୁଇ ମାସ ମଧ୍ୟରେ ୮ ହଜାର ଟଙ୍କା ଲେଖାଏଁ ଫେରସ୍ତ କରିବାକୁ…

Read More

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଉଭୟଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଜଷ୍ଟିସ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଓକିଲାତି କ୍ୟାରିୟର…

Read More

ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବୟସ୍କ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲା ଚୌଦ୍ୱାର ପୁଲିସ

ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବୟସ୍କ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲା ଚୌଦ୍ୱାର ପୁଲିସ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଥାନା ଅନ୍ତର୍ଗତ ବ୍ୟାଘ୍ରବାହିନୀ ମନ୍ଦିର ନିକଟରେ ନବନିର୍ମିତ ସରକାରୀ କୋଠା ବାରଣ୍ଡାରେ ପଡ଼ିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଶବକୁ ଚୌଦ୍ୱାର ଥାନା ପୁଲିସ ଜବତ କରିଛି । ସୂଚନା ଅନୁଯାୟୀ ଚୌଦ୍ୱାର ପୌରପାଳିକା ୮ନମ୍ୱର ୱାର୍ଡ ବ୍ୟାଘ୍ରବାହିନୀ ମନ୍ଦିର ନିକଟରେ ଅବକାରୀ ବିଭାଗର ଗୋଦାମ ଗୃହ ନିର୍ମାଣ ଚାଲିଥିବା ଘର ବାରଣ୍ଡାରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିଲା…

Read More

ଲିଫ୍ଟ ଦେବା ବାହାନାରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତକୁ ଗିରଫ କଲା ଚୌଦ୍ୱାର ପୁଲିସ

ଲିଫ୍ଟ ଦେବା ବାହାନାରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତକୁ ଗିରଫ କଲା ଚୌଦ୍ୱାର ପୁଲିସ #ଚୌଦ୍ୱାର(ଏନ୍‌.ଏମ୍‌.): ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ରାସ୍ତାରେ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଆଜି ଅଭିଯୁକ୍ତକୁ ଚୌଦ୍ୱାର ଥାନା ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଣକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜିଗ୍ନୀପୁର ମହାଜନପୁର ନାନକେରା ସାହିର ଟୁଲୁ ଓରଫ ବିଶ୍ୱପ୍ରକାଶ ନାୟକ (୨୬) ବୋଲି ଜଣାପଡ଼ିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୩୦ତାରିଖରେ…

Read More

୨୦୨୪ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁମନ୍ତ୍ର

୨୦୨୪ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁମନ୍ତ୍ର ‘କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟ ଦଳର ଶକ୍ତିଶାଳୀ ଅସ୍ତ୍ର’ #କଟକ(ଏନ୍‌.ଏମ୍‌.): ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକୁ ଲୋକଙ୍କ ଘରେ ପହଞ୍ଚାଇବାକୁ ବିଜେପି ନେତା, କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦେଶ, ବିଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟ ବିଜେପି…

Read More