ଦୃଷ୍ଟି ପକ୍ଷରୁ ଅଙ୍ଗନବାଡି ଏବଂ ମଦ୍ରାସାରେ ଶିଶୁ ଦିବସ
ଦୃଷ୍ଟି ପକ୍ଷରୁ ଅଙ୍ଗନବାଡି ଏବଂ ମଦ୍ରାସାରେ ଶିଶୁ ଦିବସ କଟକ(ଏନ୍.ଏମ୍.): ଶିଶୁ ଦିବସ ଅବସରରେ ଦୃଷ୍ଟି ଏଜୁକେସନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ନିମଚୌଡି ସ୍ଥିତ ଅଙ୍ଗନାବାଡି ଏବଂ ତିନିକୋଣିଆ ବଗିଚା ସ୍ଥିତ ମଦ୍ରାସାରେ ଛୋଟ ଛୋଟ ପିଲାମାନଙ୍କ ସହିତ ଏହି ଉତ୍ସବକୁ ପାଳନ କରାଯାଇଛି । ଏହି ଅବସରରେ ଦୃଷ୍ଟିର ସଦସ୍ୟମାନଙ୍କ ଦ୍ୱାରା ପିଲାମାନଙ୍କୁ ବିଭିନ୍ନ ଉପହାର ବଣ୍ଟନ କରାଯାଇଥିଲା । ଦୃଷ୍ଟିର ଅଧ୍ୟକ୍ଷ ଶକ୍ତି ସେନ୍ ପିଲାମାନଙ୍କ ଭଲ ଚରିତ୍ର ଗଠନ ସହିତ…
