ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ
ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ #କଟକ(ଏନ୍.ଏମ୍.): ବେଙ୍ଗଲ ଟେନିସ୍ ଆସୋସିଏସନ ଆନୁକୂଲ୍ୟରେ କୋଲକତାର ସଲ୍ଟଲେକ୍ରେ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍ ନ୍ୟାସନାଲ ସିରିଜ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଓଡିଶାର ସାଇ ସ୍ୱସ୍ତିକ ମହାନ୍ତି ଏକକ ବର୍ଗରେ ଚମ୍ପିୟାନ ହୋଇଛନ୍ତି । ପ୍ରତିଯୋଗିତାରେ ତାଙ୍କର ପ୍ରତିଦ୍ୱନ୍ଦୀ ପଶ୍ଚିମବଙ୍ଗର ସଂକଳ୍ପ କୁମାର ସାହାଣୀଙ୍କୁ ୪-୬, ୬-୩, ୭-୬(୮-୬) ସେଟରେ ହରାଇ ସେ ଚମ୍ପିୟାନ ହୋଇଥିଲେ । ସାଇ ସ୍ୱସ୍ତିକ କଟକ ସିଟିଡିିଏରେ କୋଚ୍ ଲଳିତ ଦାଶଙ୍କ ତତ୍ୱାବଧାନରେ…
