ଆଇରନ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ
ଆଇରନ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ #ଭଦ୍ରକ(ଏନ୍.ଏମ୍.): ସଡକ ଦୁର୍ଘଟଣା ଏଡାଇବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସଡ଼କ ସୁରକ୍ଷା ସଚେତନତା ଠାରୁ ଆରମ୍ଭ କରି ଗାଡ଼ିଚାଳନାରେ ଅନେକ କଟକଣା ମଧ୍ୟ ଜାରି କରାଯାଇଛି । ତଥାପି ହଟୁନି ସଡକ ଦୁର୍ଘଟଣା । ତେବେ ଏହାର କାରଣ ଖୋଜି ପାଇବା ବେଳକୁ ଅନେକ ଲୋକଙ୍କ ଜୀବନ ଦୀପ ଲିଭିଯାଉଥିବା ଦେଖିବାକୁ ମିଳିଛି । ତେବେ ବୁଧବାର…
