ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ
ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ #କଟକ(ଏନ୍.ଏମ୍.): ଗୁଜୁରାଟ ସୁରଟର ଭିଏନଏସଜିୟୁ ୟୁନିଭର୍ସିଟିରେ ୧୪ତମ ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ଏବଂ ୧୫ତମ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ରୁ ୨୮ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ୨୮ଟି ରାଜ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଜାତୀୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଶୁଭ୍ରଜ୍ୟୋତି ସେନାପତି, ପିପ୍ପଳ ମୈତ୍ରୀ, ଶୁଭଶ୍ରୀ ସ୍ୱାଇଁ,…
