କୁହୁଳୁଛି ପୂଜକ-ପ୍ରଶାସନ ବିବାଦ : ହଟିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ବାଧକ ; ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ସ୍ୱାଭାବିକ
କୁହୁଳୁଛି ପୂଜକ-ପ୍ରଶାସନ ବିବାଦ : ହଟିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ବାଧକ ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ସ୍ୱାଭାବିକ #କଟକ(ଏନ୍.ଏମ୍.): ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିପାରିଲାନି ବିବାଦ । ଗତକାଲି ଠାରୁ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିନଥିବାବେଳେ ଆଜି ଶ୍ରଦ୍ଧାଳୁମାନେ ମନ୍ଦିର ମୁଖ୍ୟଫାଟକକୁ ଭାଙ୍ଗିବା ସହ ବ୍ୟାରିକେଟ ହଟାଇ ପୂଜକଙ୍କ ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସୂଚନା ଅନୁଯାୟୀ କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନ…
