କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର
କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର ଭୁବନେଶ୍ୱର(ଏନ୍.ଏମ୍.): କରୋନା ଯୁଦ୍ଧରେ ଶେଷରେ ହାରିଗଲେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର । ତାଙ୍କର ପରଲୋକଗତ ଖବର ପାଇ ସମ୍ପୂର୍ଣ୍ଣ ସଂଗୀତ ଜଗତ ହୋଇ ପଡ଼ିଛି ଶୋକାକୂଳ ପରିବେଶ । କୋଭିଡରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତପୁ ଆଖି ବୁଜିଛନ୍ତି । କରୋନା ଆକ୍ରାନ୍ତ ହୋଇ ପାଖାପାଖି ମାସେ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା…
