ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ
ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ କଟକ(ଏନ୍.ଏମ୍.): ଫାସରେ ପଡ଼ି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ଅଞ୍ଚଳ ଫୁଲବାଡ଼ି ତୋଟା ଠାରେ ଏହି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବାରହା ଶିକାର ପାଇଁ ଜାଲ ବିଛାଇଥିବା ବେଳେ ସେଥିରେ କଲରାପତରିଆ ବାଘ…
