ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ
ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ କଟକ(ଏନ୍.ଏମ୍.): ପବିତ୍ର ମକର ସଂକ୍ରାନ୍ତି ତିଥିରେ କଟକ ବାଲି ସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆସିବାସୀ ପରମ୍ପରା ଅନୁଯାୟୀ ମହା ସମାରୋହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ବସ୍ତି ନେତା ତଥା…
