କଟକରେ କଂଗ୍ରେସରେ ମିଶ୍ରଣ ପର୍ବ
କଟକରେ କଂଗ୍ରେସରେ ମିଶ୍ରଣ ପର୍ବ କଟକ(ଏନ.ଏମ୍.): ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ, ସିପିଆଇ ଓ ସିପିଏମ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ଆଜି ଅନୁଷ୍ଠାନିକ ଭାବେ କଂଗ୍ରେସ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହି ଉପଲକ୍ଷେ ସାଇଦାନୀ ବଗିଚା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପୌରହିତ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ କଟକ ପୌର ନିଗମର ମିଳିତ ମେୟର…
