ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ !
ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ ! ଜଗତପୁର(ଏନ୍.ଏମ୍.): ଆସନ୍ତା ପୌରନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୁକ୍ତ ତାରିଖ ଘୋଷଣା କରିବା ପରେ ଏବେ କଟକ ମହାନଗର ନିଗମରେ ବିଭିନ୍ନ ଦଳୀୟ ଶିବିରରେ ବିଗୁଲ ବାଜିବା ଆରମ୍ଭ ହୋଇଛି । କେଉଁ ୱାର୍ଡ଼ରେ କେଉଁଦଳ କାହାକୁ ପ୍ରାର୍ଥୀ କରାଇବ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଯାଇଛି । ତେବେ ପ୍ରତ୍ୟେକ…
