ଘନେଇଲା କଟକ ମହାନଗର ନିର୍ବାଚନ ମାହୋଲ: ଚର୍ଚ୍ଚାରେ କର୍ପୋରେଟର ଓ ମେୟର ପ୍ରାର୍ଥୀ
ଘନେଇଲା କଟକ ମହାନଗର ନିର୍ବାଚନ ମାହୋଲ: ଚର୍ଚ୍ଚାରେ କର୍ପୋରେଟର ଓ ମେୟର ପ୍ରାର୍ଥୀ କଟକ (ଏନ୍.ଏମ୍.): କଟକ ମହାନଗର ନିଗମ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସମସ୍ତ ୱାର୍ଡ଼ରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ କଂଗ୍ରେସ କିଛି ୱାର୍ଡ଼ରେ ବାମଦଳକୁ ସାଙ୍ଗରେ ରଖି ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି ଓ ବିଜେଡି ପକ୍ଷରୁ ମଧ୍ୟ ନାମାଙ୍କନପତ୍ର ଦାଖଲ ପରେ ରଣ ହୁଙ୍କାର ଦିଆଯାଇଛି । ଏଥର ବିଭିନ୍ନ ଦଳରେ…
