କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ
କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ କଟକ(ଏନ୍.ଏମ୍.): ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦ ପକ୍ଷରୁ କଟକ ମହାନଗର ନିଗମରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବିଶିଷ୍ଟ ବସ୍ତି ନେତା ତଥା ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ସମର୍ଥନ ଜ୍ଞାପନ କରାଯାଇଛି । ତେବେ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ଆଜାଦ ହିଁ ଏକମାତ୍ର ବ୍ୟକ୍ତି…
