୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥି ଘୋଷଣା ପରେ ନିରାଶ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଅସନ୍ତୋଷ
୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥି ଘୋଷଣା ପରେ ନିରାଶ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଅସନ୍ତୋଷ କଟକ(ଏନ୍.ଏମ୍.): ସିଏମସି ନିର୍ବାଚନ ପାଇଁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥିଙ୍କ ତାଲିକା ଲମ୍ବା ଥିବାବେଳେ ନାମ ଘୋଷଣା ପରେ ଏବେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ବିଶେଷ କରି ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ଏହି ଅସନ୍ତୋଷ ତିବ୍ରତର ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ନାମାଙ୍କନପତ୍ର ଦାଖଲର ୩ଦିନ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ତାଲିକା…
