ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ: ବଞ୍ଚାଇ ଦେଲେ ଟ୍ରାଫିକ୍ କର୍ମଚାରୀ
ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ: ବଞ୍ଚାଇ ଦେଲେ ଟ୍ରାଫିକ୍ କର୍ମଚାରୀ #କଟକ(ଏନ୍.ଏମ୍.): କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ କୌଶଳକ୍ରମେ ଟ୍ରାଫିକ କର୍ମଚାରୀ ତାଙ୍କୁ ବଞ୍ଚାଇ ଦେଇଛନ୍ତି । ତେବେ ଟ୍ରାଫିକ୍ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇଟି ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଜଣେ ମହିଳା ମଧୁପାଟଣା ଓଭର ବ୍ରିଜ…
