ସିଏମସିର ମୁକୁଳା ଡ୍ରେନରେ ସ୍ଲାବ ନପଡ଼ିବା ଯୋଗୁ କୁହୁଳୁଛି ଅସନ୍ତୋଷ
ସିଏମସିର ମୁକୁଳା ଡ୍ରେନରେ ସ୍ଲାବ ନପଡ଼ିବା ଯୋଗୁ କୁହୁଳୁଛି ଅସନ୍ତୋଷ #ଜଗତପୁର(ଏନ୍.ଏମ୍.): କଟକ ସହରରେ ନାଳନର୍ଦ୍ଦମାର ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିରେ ସୁଧାର ଆଣିବାରେ ପ୍ରଶାସନିକ ଆନ୍ତରିକତା ଦେଖିବାକୁ ମିଳୁନାହିଁ । ଫଳରେ ସହରସାରା ଏବେ ମୁକୁଳା ଡ୍ରେନ ଧନଜୀବନ କ୍ଷତିର ପ୍ରମୁଖ କାରଣ ହୋଇଛି । ବର୍ଷ ବର୍ଷ ଧରି ସହରବାସୀ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ଦାବି କରିଆସୁଥିବାବେଳେ ସିଏମସି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଫଳରେ…
