ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର #ଜଗତପୁର(ଏନ୍.ଏମ୍.): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଥିଲେ । ନିଜର ଦେଶପ୍ରେମ, ସାହାସିକତା, ନୀତି ନିଷ୍ଠା ଦ୍ୱାରା ଦେଶ ତଥା ରାଜ୍ୟ ପାଇଁ ଯେଉଁ ଗୌରବ ଛାଡ଼ି ଯାଇଛନ୍ତି ତାହା ଅତ୍ୟନ୍ତ ବିରଳ । ଆଉ ସବୁଠୁ ବଡ଼କଥା ହେଉଛି ସେ ବୀର ଓଡ଼ିଶା ମାଟି ତଥା କଟକରେ ଜନ୍ମଗ୍ରହଣ କରିଥିଲେ । ଏହି କଟକରେ…
