ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ
ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ ପୁରୀ(ଏନ୍.ଏମ୍.): ସ୍ଥାନୀୟ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋ-ଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ହୋଇଯାଇଛି । ଏହି ଅବସରରେ ଉତ୍ତରା କାଣ୍ଡ ପାଠ କରାଯାଇ ରାଜାଭିଷେକ, କଳିଯୁଗର ରୀତିନୀତି ବର୍ଣ୍ଣନା କରାଯାଇଥିଲା । ଗୋରୁଆଳ ଗ୍ରାମ ନିକଟ ଆଳିପଡ଼ା ଗ୍ରାମ ସ୍ଥିତ…
