Nishkarsha

ଚୌଦ୍ୱାର ମଙ୍ଗୁଳି ଠାରେ ଉଦ୍‌ଘାଟନ ହେଲା ଲାୟନ୍ସ କ୍ଲବର ନୂତନ ଚକ୍ଷୁ ଚିକିତ୍ସାଳୟ

ଚୌଦ୍ୱାର ମଙ୍ଗୁଳି ଠାରେ ଉଦ୍‌ଘାଟନ ହେଲା ଲାୟନ୍ସ କ୍ଲବର ନୂତନ ଚକ୍ଷୁ ଚିକିତ୍ସାଳୟ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ମଙ୍ଗୁଳି ଠାରେ ଆଜି ମେଲଭିୟନ ଜୋନ ଲାୟନ୍ସ କ୍ଲବ ପକ୍ଷରୁ ନୂତନ ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ଚକ୍ଷୁ ଚିକିତ୍ସା ସେବା କରିଆସୁଥିବା ଲାୟନ୍ସ କ୍ଳବ୍ କଟକ ଚକ୍ଷୁ ଚିକିତ୍ସାଲୟର ଏକ ନୂତନ ଶାଖା ଖୋଲାଯାଇଛି । ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଉଦ୍‌ଘାଟିତ ଏହି…

Read More

ଜନ୍ମପୀଠରେ ନେତାଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଜନ୍ମପୀଠରେ ନେତାଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ #କଟକ(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳରେ ବର୍ଣ୍ଣାଢ୍ୟ ପରିବେଶରେ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସରକାର, ଜିଲ୍ଲାପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆବଜାରସ୍ଥିତ ଜାନକୀନାଥ ଭବନରେ ପହଞ୍ôଚ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଜାତୀୟ…

Read More

ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ

ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୂର୍ଣଚନ୍ଦ୍ର ମହାରାଜା କଲ୍ୟାଣ ମଣ୍ଡପ ପରିସରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସାହିତ୍ୟ ଘର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱ କରିଥିଲାବେଳେ ରଂଜନ ନନ୍ଦ ଏବଂ ଅଧ୍ୟାପକ ଡଃ ଦିଗମ୍ବର ଗିରି ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ରୂପେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ,…

Read More

ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍‌; ୨ ମୃତ, ୩୦ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍‌; ୨ ମୃତ, ୩୦ ଗୁରୁତର #ଢେଙ୍କାନାଳ(ଏନ୍‍.ଏମ୍‍.): ଗତକାଲି ବିଳମ୍ବିତ ରାତିରେ ୫୫ନମ୍ବର ଜାତୀୟ ରାଜପଥରେ ଏକ ବସ ଦୁର୍ଘଟଣା ହେବା ଫଳରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ କେନାଲ ପୋଲ ବାଡା ଭାଙ୍ଗି ତଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ୨ ଜଣ ମହିଳାଙ୍କ…

Read More

ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି

ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି #କିଶନନଗର(ଏନ୍‌.ଏମ୍‌.): ସ୍ୱର୍ଗତ ବ୍ରଜସୁନ୍ଦର ଦାସ ଜଣେ ସଂଭ୍ରାନ୍ତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଭୋଗ ବିଳାସ ଠାରୁ ଦୂରେଇ ରହି ସମାଜସେବା କ୍ଷେତ୍ରରେ ତାଙ୍କ ଦାନ ଅନନ୍ୟ । ସେ ଅତ୍ୟନ୍ତ ସ୍ନେହୀ ଦରଦୀ ମଣିଷ ଭାବରେ ସର୍ବଜନ ଆଦୃତ ଥିଲେ । ସେ କଟକ ମୋଟର ଆସୋସିଏସନରେ ଦୀର୍ଘଦିନ କାର୍ଯ୍ୟରତ ଥିଲେ । ଗାଁ ବୋଧପୁର ପ୍ରାଥମିକ ବିଦ୍ୟାଳୟର ଚେୟାର ମ୍ୟାନ ଥିଲେ । ୧୯୯୨ ମସିହା ଜନତା…

Read More

ଆକ୍ୱାଗାର୍ଡ଼ର ନକଲି ଯନ୍ତ୍ରାଂଶ ବିକ୍ରି ନେଇ ପୁଲିସର ଚଢାଉ: ୨ଗିରଫ

ଆକ୍ୱାଗାର୍ଡ଼ର ନକଲି ଯନ୍ତ୍ରାଂଶ ବିକ୍ରି ନେଇ ପୁଲିସର ଚଢାଉ: ୨ଗିରଫ କଟକରୁ ସାରା ରାଜ୍ୟକୁ ଲମ୍ବିଛି ଚେର #କଟକ(ଏନ୍‌.ଏମ୍‌.): ପ୍ରତିଷ୍ଠିତ ୟୁରେକା ଫୋର୍ବ୍ସ କମ୍ପାନୀର ଉତ୍ପାଦ ଆକ୍ୱାଗାର୍ଡର ନକଲି ସରଞ୍ଜାମ ବିକ୍ରି କରୁଥିବା ଏକ ଗୋଦାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି । ସ୍ଥାନୀୟ ବାଦାମବାଡି ଅଞ୍ଚଳରେ ଥିବା ଉକ୍ତ ଗୋଦାମରେ ଚଢାଉ କରାଯିବା ସହ ପୁଲିସ ଉକ୍ତ ଗୋଦାମ ମାଲିକ ଗଞ୍ଜାମ ଗୁଣ୍ଡୁରିଗୁଡ଼ା ଅଞ୍ଚଳ କାହ୍ନୁ ଓରଫ କାହ୍ନୁଚରଣ ପ୍ରଧାନ (୩୦)…

Read More

ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଜନସମାବେଶ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ

ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଜନସମାବେଶ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ #କଟକ(ଏନ୍‌.ଏମ୍‌.): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ “ବାରବାଟୀ କଟକ’ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ବିଶାଳ ଜନସମାବେଶ ସ୍ଥାନୀୟ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୬୦୦୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ପ୍ରଥମେ ବିଜୁ ପଟ୍ଟନାୟକ ଛକ…

Read More

ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ

ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ ସାମ୍ବାଦିକ ସମ୍ମିଳନୀରେ ନିର୍ଯ୍ୟାତନାର କାହାଣୀ କହିଲେ ଶ୍ରେୟା ପୁରୀ/କଟକ(ଏନ୍‌.ଏମ୍‌.): ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି । ପତି-ପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନାଁ ଧରୁନି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଦେବାରେ ଲାଗିଛନ୍ତି । ଏ ନେଇ ପ୍ରଥମେ କଟକ ମହିଳାଥାନାରେ ଅଭିଯୋଗ ହେବା ପରେ ଘଟଣା ଲୋକ ଲୋଚନକୁ ଆସିଥିଲା…

Read More

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା #କଟକ ସଦର(ଏନ୍‌.ଏମ୍‌.): କନ୍ଦରପୁର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ବିଜ୍ଞାନ ମେଳା ଶନିବାର ଦିନ କଲେଜ ରୋଡରେ ଥିବା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ଅଞ୍ଚଳର ୨୦ ଟି ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି ଉପଲକ୍ଷେ ସ୍କୁଲର ପ୍ରିନ୍ସପାଲ ପ୍ରଫେସର ଖଲିକୁଜ ଜମନ ଖାଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଅତିଥି ଭାବେ…

Read More

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ମିଶନ ରୋଡସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ଦଶମ ଶ୍ରେଣୀ ୧୦୧ ଜଣଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲର ଅଧ୍ୟକ୍ଷା ଏମ. ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସ୍କୁଲର ସଂପାଦକ ବିକ୍ରମ ଏନ. ଆଡାମସ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦଶମ ଶ୍ରେଣୀ ଆଇସିଏସଇ ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଓ ନିଜକୁ ସୁନାଗରିକ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ…

Read More

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର #ଜଗତପୁର(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଥିଲେ । ନିଜର ଦେଶପ୍ରେମ, ସାହାସିକତା, ନୀତି ନିଷ୍ଠା ଦ୍ୱାରା ଦେଶ ତଥା ରାଜ୍ୟ ପାଇଁ ଯେଉଁ ଗୌରବ ଛାଡ଼ି ଯାଇଛନ୍ତି ତାହା ଅତ୍ୟନ୍ତ ବିରଳ । ଆଉ ସବୁଠୁ ବଡ଼କଥା ହେଉଛି ସେ ବୀର ଓଡ଼ିଶା ମାଟି ତଥା କଟକରେ ଜନ୍ମଗ୍ରହଣ କରିଥିଲେ । ଏହି କଟକରେ…

Read More

ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି

ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି #କଟକ(ଏନ୍‌.ଏମ୍‌.): ଡାହାଣ ହାତ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲାଗିଲା ବାମ ପାଦର ଆଙ୍ଗୁଠି । ଏପରି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲରେ ହୋଇଛି । ଏପରି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ଆଣି ଦେଇଛି । ପ୍ରକାଶ ଯେ, ଭଦ୍ରକର ସୀତାକାନ୍ତ…

Read More