ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା: ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ
ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ #ରାଇରଙ୍ଗପୁର (ଏନ୍.ଏମ୍.): ସରକାର ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ସେଗୁଡ଼ିକ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଇବା ପାଇଁ ଫାଇପ-ଟି ଭଳି କଠୋର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାଦ୍ୱାରାକି ସରକାରଙ୍କ ସମସ୍ତ ବ୍ୟବସ୍ଥାର ସୁଫଳ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଯେଉଁଥିରେ କି ବାଟମାରଣାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବ…
