ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି
ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି #କଟକ(ଏନ୍.ଏମ୍.): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ କଳିର ପୂର୍ଣ୍ଣଛେଦ ପଡ଼ିଛି । ଆଜି ମହିଳା ଥାନାରେ କାଉନସେଲିଂ ପରେ ସ୍ୱାମୀ-ସ୍ତ୍ରୀ ପୂର୍ବଭଳି ଗୋଟିଏ ସ୍ଥାନରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ମଧ୍ୟରେ ଗୋଟିଏ ଭୁଲ ବୁଝାମଣା ଥିଲା ବୋଲି ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରେୟା ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହି ଦମ୍ପତ୍ତିଙ୍କ ପାରିବାରିକ ବିବାଦର ସମାଧାନ ହୋଇଥିବା…
