ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ
ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ #ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ବ୍ଳକ ଅଧିନ ୨୨ଟି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶିତ ତାଲିକାରେ ନଥିବା ଜଣାଯାଇଛି । ଥିଲାବାଲା ଏକରଏକର ଜମିବାଡିର ମାଲିକ, କୋଠା ପକାଘର ଥିବା ବ୍ୟକ୍ତି ବିଶେଷଙ୍କ ନାମ ତାଲିକାରେ ସ୍ଥାନିତ ହୋଇଥିବାବେଳେ ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଥିବା…
